ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କଲା ପାକିସ୍ତାନ; ବିନା କାରଣରେ BSF ପୋଷ୍ଟ୍ ଉପରକୁ ଚଳାଇଲା ଗୁଳି

ଜମ୍ମୁ: ଅନ୍ତର୍ଜାତୀୟ ସୀମାରେ ଥିବା ବିଏସ୍ ଏଫ୍ ପୋଷ୍ଟ୍ ଉପରକୁ ବିନା କାରଣରେ ଗୁଳି ଚଳାଇଲା ପାକିସ୍ତାନ ରେଞ୍ଜର୍ସ । ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିକୁ ଉଲ୍ଲଂଘନ କରିଛି…

(Video) ପୁଅ ମୁଣ୍ଡରେ ସିନ୍ଦୁର ମାରି ଫୁଲ ମାଳ ବି ପକାଇ ସାରିଥିଲା, ଖାଲି ମନ୍ତ୍ର ବୋଲିଲା ପରେ ପଡ଼ିଥାନ୍ତା ଚୋଟ

କପ୍ତିପଦା: ଆଜି ସରସ୍ୱତୀ ପୂଜା । ଆଉ ପୂଜା ପୂର୍ବରୁ ମା' ଦେଉଥିଲା ପୁଅର ବଳି । ପୁଅ ମୁଣ୍ଡରେ ସିନ୍ଦୁର ମାରି ଫୁଲ ମାଳ ବି ପକାଇ ସାରିଥିଲା । ଖାଲି ବ୍ରାହ୍ମଣ ମନ୍ତ୍ର ବୋଲିଲା ପରେ ପଡ଼ିଥାନ୍ତା ଚୋଟ । ହେଲେ ବଳି ଦେଉ…

କଟକରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା; ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାଫିକ୍‌ ସମସ୍ୟା

କଟକ: ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ବାହାରିଥିଲା ଏକ ଯାତ୍ରୀବାହୀ ବସ୍‌। ଏହି ବସ୍‌ (ଚନ୍ଦନ)ଟି କଟକ ସଦର ଥାନା ଅଧୀନ ଗୋପାଳପୁର ଛକ ନିକଟରେ ଭାରସାମ୍ୟ ହରାଇ ଦୁର୍ଗଟଣାଗ୍ରସ୍ଥ । ଜଣେ ସାଇକେଲ ଆରୋହୀଙ୍କ ଉପରେ…

BIG BREAKING…ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଓଲଟିଲା ବସ୍‌; ୧ ମୃତ, ୧୬ ଆହତ

କଟକ : ସରସ୍ୱତୀପୂଜାରେ ବଡ଼ ଅଘଟଣ । କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍ । ବସ୍ ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୧ ମୃତ, ୧୬ ଆହତ ହୋଇଥିବା ସୂଚନା । ଭୁବନେଶ୍ୱରରୁ କଟକ ଯାଉଥିବା…

୭୦୦କୋଟି ଟଙ୍କାରେ ତିଆରି ହୋଇଛି ଆବୁଧାବି ହିନ୍ଦୁ ମନ୍ଦିର, ଜାଣିନିଅନ୍ତୁ କେଉଁ ଦେବୀ ଦେବତାଙ୍କ ହେବ ପୂଜା

ନୂଆଦିଲ୍ଲୀ:UAE ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ ହେବାକୁ ଯାଉଛି । ଏହି ମନ୍ଦିର ୨୭ ଏକରରେ ବ୍ୟାପି ରହିଛି ଯାହାକୁ ନିର୍ମାଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ମନ୍ଦିର…

BIG BREAKING…କଟକ ଗୋପାଳପୁର ଛକରେ ଓଲଟିଲା ବସ୍‌; ଅନେକ ଯାତ୍ରୀ ଆହତ

କଟକ : ସରସ୍ୱତୀପୂଜାରେ ବଡ଼ ଅଘଗଣ । କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ବସ୍ । ବସ୍ ରେ ଥିବା ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା । କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟି ପଡ଼ିଲା…

ନିର୍ବାଚନ ପାଇଁ କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଘୋଷଣା କଲା ରାଜ୍ୟ ବିଜେପି

ଭୁବନେଶ୍ୱର: ନିର୍ବାଚନ ପାଇଁ ଓଡ଼ିଶାର ବିଭିନ୍ନ କମିଟି ଘୋଷଣା କଲା ବିଜେପି । କୋର୍‌ କମିଟି, ନିର୍ବାଚନ କମିଟି, ଶୃଙ୍ଖଳା କମିଟି ଆଦି ଘୋଷଣା । କୋର୍‌ କମିଟିରେ ମନମୋହନ, ବୈଜୟନ୍ତ, ଧର୍ମେନ୍ଦ୍ରଙ୍କ ସହ ୧୮ ନେତା…

ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ନିବେଶକଙ୍କୁ କଲା ମାଲାମାଲ, RIL ସେୟାର ଆଜି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ:ଦେଶର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL)ଏବେ ଭାରତର ସବୁଠାରୁ ମୂଲ୍ୟବାନ ଲିଷ୍ଟେଡ୍ କମ୍ପାନୀ । RIL ୨୦ ଲକ୍ଷ କୋଟି ଟଙ୍କା ମାର୍କେଟ୍ କ୍ୟାପ୍…

ଫେବୃଆରୀ ୨୯ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; କିଚକେଶ୍ୱରୀ ମନ୍ଦିରରେ କରିବେ ଦର୍ଶନ

ଭୁବନେଶ୍ୱର: ୨୯ ଫେବୃଆରୀରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଫେବୃଆରୀରେ ୨୯ରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ । ୨୯ରେ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି । ଖିଚିଂର କିଚକେଶ୍ୱରୀ…

(Video) ଡିଉଟି ସାରି ଘରକୁ ନ ଫେରି ମଶାଣି ଗଲେ ଦୁଇ ସାଙ୍ଗ; ୨ସାଙ୍ଗଙ୍କୁ ସବୁଦିନ ପାଇଁ ଅଲଗା କରିଦେଲା ହାଇୱା

ଅନୁଗୁଳ: ମଶଣି ହେଉଛି ମୃତ୍ୟୁର କୋଳ, ଯଉଠିକୁ ଚାଲିଗଲା ୨-୨ ଟି ଜୀବନ। ଡିଉଟି ସାରି କିଏ ଘରକୁ ଫେରେ କିନ୍ତୁ ଏଠି ମଶାଣି ଗଲେ ୨ ସାଙ୍ଗ। ଆଉ ଗାଁ ମଶାଣିରେ ଏକାସାଙ୍ଗରେ ଜଳିଲା ଦୁଇ ସାଙ୍ଗଙ୍କର ଜୁଇ। ପିଲାବେଳୁ ସାଙ୍ଗ…