୧୫୦ ଫୁଟ ଗଭୀର ବୋରୱେଲରେ ଖସି ପଡ଼ିଲା ୫ ବର୍ଷର ପିଲା: ଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଦ୍ଧାର କାର୍ଯ୍ୟ ଜାରି

ଜୟପୁର: ରାଜସ୍ଥାନର ଦୌସା ଜିଲ୍ଲାର କାଲିଖାଡ ଗାଁରେ ସୋମବାର ଅପରାହ୍ନ ପ୍ରାୟ ୩ଟା ବେଳେ ଜଣେ ୫ ବର୍ଷର ଶିଶୁ ୧୫୦ ଫୁଟ ଗଭୀର ନଳକୂପ ଭିତରକୁ ଖସି ପଡ଼ିଥିଲା। ଶିଶୁଟି ବୋରୱେଲଠାରୁ ପ୍ରାୟ ୧୫୦ ଫୁଟ ତଳକୁ ଫସି ରହିଛି।…

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ

ଭୁବେନଶ୍ବର: ଭତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ପକ୍ଷରୁ ଏକ ଚାରିଦିନିଆ ଆନ୍ତର୍ଜାତିକ କର୍ମଶାଳା ‘ମାନବୋତ୍ତର’ ଉଦ୍‌ଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ…

ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର୍

ନୂଆଦିଲ୍ଲୀ: ସିରିଆର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହେଲେ ମହମ୍ମଦ ଅଲ ବଶିର । ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରୁଥିବା ବିଦ୍ରୋହୀ ଗୋଷ୍ଠୀକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହମ୍ମଦ ଅଲ-ବଶିରଙ୍କୁ…

‘ଗୀତା’ ବିଶ୍ୱର ଏକମାତ୍ର ଶାସ୍ତ୍ର, ଯାହାର ପାଳନ କରାଯାଏ ଜନ୍ମଦିନ: ଜାଣନ୍ତୁ କାହିଁକି ପାଳନ କରାଯାଏ ଗୀତା ଜୟନ୍ତୀ?

ଓଡ଼ିଶା ଭାସ୍କର: ହିନ୍ଦୁ ଧର୍ମରେ ଶ୍ରୀମଦ ଭଗବତ ଗୀତାର ବହୁତ ମହତ୍ତ୍ୱ ରହିଛି । ଏହା ହିନ୍ଦୁ ଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶାସ୍ତ୍ର ବୋଲି ବିବେଚନା କରାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ…

ଅମ୍ପାୟାରଙ୍କୁ ଗାଳି ଗୁଲଜ କରି ଫସିଲେ ଖେଳାଳି, ଏବେ ଆଇସିସି ଲଗାଇଲା ବଡ଼ ଜରିମାନା

ନୂଆଦିଲ୍ଲୀ: ଆଇସିସି ନିୟମ ଉଲ୍ଲଂଘନ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଜୋସେଫ୍ ଙ୍କୁ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏହି ମାମଲା ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ ପ୍ରଥମ ଦିନିକିଆ ସହ…

(Video) ପ୍ରଭୁଙ୍କ ଲୀଳା ଅପାର! କୁକୁଡ଼ା କହୁଛି ଜୟ ଶ୍ରୀରାମ, ଜଗତର ନାଥ ଜଗନ୍ନାଥଙ୍କ ଆଗରେ ମୁଣ୍ଡ ନୂଆଇଁ ପ୍ରଣାମ କରୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ପରି ପଶୁ, ପକ୍ଷୀ, ସରିସୃପ, ବୃକ୍ଷଲତା ସମସ୍ତେ ସମାନ । ଯଦିଓ ମଣିଷକୁ ସୃଷ୍ଟିର ସବୁଠାରୁ ଶ୍ରେଷ୍ଠ ଜୀବ ବୋଲି କୁହାଯାଇଥାଏ, ତେବେ ପଶୁ, ପକ୍ଷୀମାନେ ମଧ୍ୟ ସବୁ…

Video: ଭୁବନେଶ୍ୱରରେ Gang Rape, OYOକୁ ଡାକି ଜଣେ ଯୁବତୀଙ୍କୁ ୪ ଜଣ ମିଶି କଲେ ଗଣଦୁଷ୍କର୍ମ, ଥାନାରେ ମାମଲା..

ଭୁବନେଶ୍ୱର: ଭୁବନେଶ୍ୱରରେ ଯୁବତୀଙ୍କୁ ଗଣଦୁଷ୍କର୍ମ । ଗଣଦୁଷ୍କର୍ମର ଅଭିଯୋଗ ପୁରା ରାଜଧାନୀକୁ ଦୋହଲାଇ ଦେଇଛି । ୪ ଜଣ ଦୁର୍ବୃତ୍ତ ମିଶି ଜଣେ ଯୁତୀଙ୍କୁ ବାରମ୍ବାର ମଦ ପିଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଓୟୋ…

ଏମିତି ପାଣି ଯିଏ ପିଉଥିଲା, ଛାତି ପିଟିପିଟି ମରି ଯାଉଥିଲା: କାହିଁକି ଏପରି କରୁଥିଲା ତାନ୍ତ୍ରିକ

ନୂଆଦିଲ୍ଲୀ: ଗୁଜରାଟରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ୪୨ ବର୍ଷିୟ ତାନ୍ତ୍ରିକର ରବିବାର ପୁଲିସ ହେପାଜତରେ ମୃତ୍ୟୁ ଘଟିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ…

ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସୂଚନା: ଦୁଇଟି ଦେଶରୁ ୨ଟି ଭିପିଏନ୍ ସିଷ୍ଟମର ହୋଇଥିଲା ବ୍ୟବହାର

ଭୁବନେଶ୍ୱର: ଡିଜିପି ସମ୍ମିଳନୀ ବେଳେ ଧମକପୂର୍ଣ୍ଣ ମେଲ୍ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚର ସୂଚନା । ୨ଟି ଭିପିଏନ୍ ସିଷ୍ଟମ ବ୍ୟବହାର ହୋଇଥିବା କହିଲା କ୍ରାଇମବ୍ରାଞ୍ଚ । 'ଗୋଟିଏ କାନାଡାରୁ, ଗୋଟିଏ ଆମେରିକାରୁ ବ୍ୟବହାର…

ଭୁବନେଶ୍ଵର ମେଟ୍ରୋ ପ୍ରକଳ୍ପ: ୨୦୨୭ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା। '୨୦ଟି ପ୍ରମୁଖ ସ୍ଥାନରେ ମେଟ୍ରୋ ରେଳ ଷ୍ଟେସନ କରିବେ ସରକାର। ମେଟ୍ରୋ ପ୍ରକଳ୍ପ ଲାଗି ୨୦୨୩-୨୪ରେ ୨୧୦ କୋଟି…