କାଲି ମକର ସଂକ୍ରାନ୍ତି: ଭୁଲ୍ରେ ବି କରନ୍ତୁ ନାହିଁ ଏପରି କାମ, ଘୋର ଅନିଷ୍ଟ ଘଟିବ
ନୂଆଦିଲ୍ଲୀ: ମକର ସଂକ୍ରାନ୍ତି ନୂଆବର୍ଷର ପ୍ରଥମ ପର୍ବ । ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ପର୍ବ ମଧ୍ୟରୁ ଏହା ଅନ୍ୟତମ । ଏହିଦିନ ସ୍ନାନ ଓ ଦାନର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷବିଦଙ୍କ ଅନୁସାରେ କିଛି ଏପରି…