ରୋହିତ ନୁହେଁ, ଏହି ଖେଳାଳି ହେଲେ କ୍ରିକେଟର ନୂଆ Sixer King: ଛକାରେ ହାସଲ କଲେ ଶତକ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଛକା ମାରିବା ରେକର୍ଡକୁ ଦେଖିଲେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ନାମ ଖୁବ ଉଚ୍ଚରେ ଦେଖାଯାଏ । କ୍ରିକେଟର ବିଭିନ୍ନ ଫର୍ମାଟରେ ସର୍ବାଧିକ ଛକା ମାରିବାରେ ସେ ଅନେକ…

ହ୍ୱାଟସଆପ୍ ବଦଳାଇଲା ପଲିସି, ବଢିଲା କୋଟି କୋଟି ଆଣ୍ଡ୍ରଏଡ୍ ୟୁଜରଙ୍କ ଟେନସନ

ନୂଆଦିଲ୍ଲୀ: ହ୍ୱାଟସଆପ୍ କୋଟି କୋଟି ଆଣ୍ଡ୍ରଏଡ୍ ୟୁଜରଙ୍କ ଟେନସନ ବଢାଇ ଦେଇଛି । ୨୦୨୪ ଆରମ୍ଭରୁ ୟୁଜର୍ସଙ୍କ ହ୍ୱାଟସଆପ୍ ବ୍ୟାକଅପ୍ ଗୁଗଲ ଡ୍ରାଇଭରେ ସେଭ୍ ହେବ । କମ୍ପାନୀ ଏହାର ପଲିସିରେ ବଡ ପରିବର୍ତ୍ତନ କରିଛି । ଗତ…

ଲାରିପାଲି ଜଙ୍ଗଲ ବୋରୱେଲରୁ ଶିଶୁକନ୍ୟା ଉଦ୍ଧାର ଘଟଣା; ବୁର୍ଲା ହସ୍‌ପିଟାଲ୍‌ରେ ହେଲା ଏକୋଇଶିଆ-ନାମକରଣ

ବୁର୍ଲା: (ଓଡ଼ିଶା ଭାସ୍କର) ଚର୍ଚ୍ଚିତ ଖବର ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲରିପାଲି ଜଙ୍ଗଲରୁ ଏକ ପରିତ୍ୟକ୍ତ ବୋରୱେଲ ଶିଶୁକନ୍ୟା ଉଦ୍ଧାର ଘଟଣା। ଗତ ଡିସେମ୍ବର ୧୨ ତାରିଖରେ ଉଦ୍ଧାର ହୋଇଥିଲା ଶିଶୁକନ୍ୟା।…

୬୦ ନୁହେଁ, ୫୦ ବର୍ଷରୁ ଲାଗୁ ହେବ ପେନସନ ଯୋଜନା: ନୂଆବର୍ଷରେ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସରକାର ପେନସନ ଯୋଜନା ଲାଗୁ କରିଛନ୍ତି । କର୍ମଚାରୀଙ୍କୁ ୬୦ ବର୍ଷ ପରେ ପେନସନ ପ୍ରଦାନ କରିବା ପାଇଁ ନିୟମ କରିଛନ୍ତି ସରକାର । କିନ୍ତୁ ବର୍ତ୍ତମାନ…

ଏବେ ପରୀକ୍ଷାକୁ ନେଇ ଆଉ ରହିବନି ଟେନସନ, ଛାତ୍ରଛାତ୍ରୀଙ୍କ ଲାଗି ବୋର୍ଡ ଆରମ୍ଭ କଲା ଏହି ମାଗଣା ସୁବିଧା

ନୂଆଦିଲ୍ଲୀ: ସିବିଏସଇ ବୋର୍ଡ ପରୀକ୍ଷା ୨୦୨୪ ଆରମ୍ଭ ହେବାକୁ ଏବେ ବହୁତ କମ୍ ସମୟ ବାକି ରହିଲା । ୧୦ମ ଓ ଦ୍ୱାଦଶର ପ୍ରାକ୍ଟିକାଲ ପରୀକ୍ଷା ୧ ଜାନୁୟାରୀରୁ ଆରମ୍ଭ ହୋଇଯାଇଛି । ଏହାରି ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ…

୧୩ ଗାଈ, ୧୦ ବାଛୁରୀ ଆଉ ୧୧ଲକ୍ଷର କାର୍‌… ; ମୁଖ୍ୟମନ୍ତ୍ରୀଙ୍କର ମାତ୍ର ଏତିକି ସଂପତ୍ତି

ପାଟନା: ନୂଆବର୍ଷର ଠିକ୍ ଏକ ଦିନ ପୂର୍ବରୁ ଅର୍ଥାତ୍ ୩୧ ଡିସେମ୍ବରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟର ମନ୍ତ୍ରୀମାନେ ନିଜ ନିଜ ସଂପତ୍ତିକୁ ସାର୍ବଜନୀନ କରିଛନ୍ତି । ଏଥିରୁ ଜଣାପଡିଛି…

ନୂଆବର୍ଷରେ ୪୦୦୦ରୁ ଅଧିକ ଲୋକ ଏକ ସଙ୍ଗେ କଲେ ସୂର୍ଯ୍ୟ ନମସ୍କାର, ରଚିଲେ ଗିନିଜ୍ ରେକର୍ଡ

ନୂଆଦିଲ୍ଲୀ: ନୂଆବର୍ଷର ପ୍ରଥମ ଦିନ ସାରା ବିଶ୍ୱର ବିଭିନ୍ନ ସ୍ଥାନରେ ଅଲଗା ଅଲଗା ତରିକାରେ ଖୁସିର ଉତ୍ସବ ପାଳନ କରାଯାଉଛି । ଭାରତରେ ମଧ୍ୟ ଲୋକମାନେ ଉତ୍ସାହର ସହ ନୂଆବର୍ଷର ସ୍ୱାଗତ କରୁଛନ୍ତି । ଏହି କ୍ରମରେ…

(video) ନୂଆବର୍ଷରେ ‘ଦାଦାଜୀଙ୍କ ନୃତ୍ୟ ଦେଖି ଦାଦିଜୀ ଲାଜରେ ସରସର’, ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍

ଆଜି ନୂଆବର୍ଷର ପ୍ରଥମ ଦିନ । ସମସ୍ତେ ଏହି ନୂଆବର୍ଷର ଆରମ୍ଭ ହସ ଖୁସିରେ କରିବାକୁ ଚାହାନ୍ତି । କେହି ନୂଆବର୍ଷରେ ବାହାରକୁ ବୁଲିବାକୁ ଯାଆନ୍ତି ତ ଆଉ କେହି ଘର ଭିତରେ ରହି ବି ନିଜ ସାଙ୍ଗ ସାଥି ଓ ପରିବାର ସଦସ୍ୟଙ୍କ…

(video)ନୂଆବର୍ଷରେ ଜାମ୍ ଉପହାର ଦେବେ ରାହୁଲ, ୟୁଟ୍ୟୁବ ଚ୍ୟାନେଲରେ ଭିଡିଓ ଅପଲୋଡ୍ କରି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ପରେ ଆସିଯିବ ନୂଆବର୍ଷ । ବର୍ଷର ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଅଭିନବ ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ କରିଛନ୍ତି । ଏହି ଭିଡିଓରେ ରାହୁଲ ଗାନ୍ଧୀ…

ଚମକି ଉଠିବ ଭାଗ୍ୟ, ସାରା ବିଶ୍ୱରେ ନୂଆବର୍ଷ ଦିନ Good Luck ପାଇଁ ଏହି ୧୦ ଉପାୟ ଆପଣାଇଥାନ୍ତି ଲୋକେ

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଲୋକମାନେ ନୂଆ ବର୍ଷ ଲାଗି ବିଭିନ୍ନ ପ୍ରକାର ରିଜୋଲ୍ୟୁସନ ନେଇଥାନ୍ତି । ୨୦୨୪ରେ ସକରାତ୍ମକତା ସହ ଆଗକୁ ବଢିବା ଉଚିତ । କିନ୍ତୁ ନୂଆ ବର୍ଷ କିପରି…