Breaking: ପୁରୀ ଶ୍ରୀମନ୍ଦିରରେ ଦୀପରୁ ନିଆଁ ଲାଗି ନାବାଳିକା ଆହତ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ପୁରୀରେ ବେଶ୍ ଭିଡ ଲାଗି ରହିଛି । ଜଗନ୍ନାଥଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି । ପ୍ରବଳ ଜନସମାଗମ ଯୋଗୁଁ ଶ୍ରୀମନ୍ଦିର ପରିସରରେ…

ଭୁବନେଶ୍ୱର: ‘Ola’ ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ମାଗୁଛନ୍ତି ଦୁର୍ବୃତ୍ତ

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଅଧିକ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ‘Ola’ ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କା। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା…

(video)ଟ୍ୱିଙ୍କିଲଙ୍କ ଜନ୍ମଦିନରେ ମଜାଦାର ଭିଡିଓ ସେୟାର କରି ଶୁଭେଚ୍ଛା ଜଣାଇଲେ ଅକ୍ଷୟ କୁମାର, ଫ୍ୟାନ୍ସ ହେଲେ ବିମୋହିତ

ମୁମ୍ବାଇ:ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନାଙ୍କ ଯୋଡି ବଲିଉଡ୍‌ରେ କିଛି ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଏହି ଯୋଡିକୁ ଫ୍ୟାନ୍ସଙ୍କ ପକ୍ଷରୁ ବେଶ୍ ଭଲପାଇବା ମିଳିଥାଏ । ଉଭୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ…

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ମେଡିକାଲରେ ଛାଡ଼ି ଫେରାର ହୋଇଗଲା ସ୍ବାମୀ

ବୀରମହାରାଜପୁର: (ଓଡ଼ିଶା ଭାସ୍କର) ସୁବର୍ଣ୍ଣପୁର ଜିଲ୍ଲା ସୁବଳିଆ ଥାନା ତଲେଇମାଳରେରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା ।  ସ୍ତ୍ରୀକୁ ହତ୍ୟା ପରେ ମେଡିକାଲରେ ଛାଡ଼ି ସ୍ବାମୀ ଫେରାର । ସୁବଳିଆ ଥାନା ତଲେଇମାଳରେ…

ଅଯୋଧ୍ୟା ପରେ ଏହି ମୁସଲିମ୍ ଦେଶରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ବିଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ରେ…

ନବୀନ କାର୍ଡର ଶୁଭାରମ୍ଭ; ଉପକାର ପାଇବେ ରାଜ୍ୟର 90% ଲୋକ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର)  ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ସେବା ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି.ଙ୍କ…

ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି BJD; ମିଶ୍ରଣ ପର୍ବରେ ସାମିଲ ହେଉଛନ୍ତି ଅନ୍ୟ ଦଳର ବରିଷ୍ଠ ନେତା

ବାଲେଶ୍ବର: (ଓଡ଼ିଶା ଭାସ୍କର) ରାଜ୍ୟରେ ତୃଣମୂଳ ସ୍ତରରେ ଲୋକଙ୍କ ଭରସା ଜିତୁଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଆରମ୍ଭ ହୋଇଯାଇଛି ମିଶ୍ରଣ ପର୍ବ । ଅନ୍ୟ ଦଳରୁ ବରିଷ୍ଠ ନେତୃବୃନ୍ଦ ହେଉଛନ୍ତି…

ନୂଆ ବର୍ଷରେ ମୋଦୀ ସରକାର ଦେବେ ବଡ ଉପହାର, ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ଘଟିବ ବଡ ଧରଣର ହ୍ରାସ

ନୂଆଦିଲ୍ଲୀ: ନୂଆବର୍ଷରେ ମୋଦୀ ସରକାର ମହଙ୍ଗା ଅବସ୍ଥାରୁ ଦେଶର ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଡ ଉପହାର ଦେବାକୁ ଯାଉଛନ୍ତି । ସରକାର ପେଟ୍ରୋଲ ଓ ଡିଜେଲ ଦାମ୍‌ରେ ଲିଟର ପ୍ରତି ୧୦ଟଙ୍କା କମ୍ କରିବାକୁ ଯାଉଛନ୍ତି ।…

ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳୟର ନାମ; ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାଁରେ ହେବ ପରିଚିତ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀ ନାମରେ ନାମିତ କରାଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନାଁରେ ହେବ ପରିଚିତ, ଭବାନୀପାଟଣା…

ପ୍ରକାଶ ପାଇଲା +୨ ପରୀକ୍ଷା ଟାଇମ୍ ଟେବୁଲ୍; ଜାନୁଆରୀ ୨ରୁ ଆରମ୍ଭ ହେବ ପ୍ରାକ୍ଟିକାଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ୨୦୨୪ ତାରିଖ ପ୍ରକାଶ ପାଇଛି। ପରୀକ୍ଷାର୍ଥୀମାନେ chseodisha.nic.in ସିଏଚ୍ଏସ୍ଇ ଓଡ଼ିଶାର ଅଫିସିଆଲ୍ ୱେବସାଇଟ୍ ଜରିଆରେ…