fbpx
BSKY SKY
BSKY SKY

ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରି ମେଡିକାଲରେ ଛାଡ଼ି ଫେରାର ହୋଇଗଲା ସ୍ବାମୀ

BSKY

ବୀରମହାରାଜପୁର: (ଓଡ଼ିଶା ଭାସ୍କର) ସୁବର୍ଣ୍ଣପୁର ଜିଲ୍ଲା ସୁବଳିଆ ଥାନା ତଲେଇମାଳରେରୁ ସାମ୍ନାକୁ ଆସିଛି ହୃଦୟ ବିଦାରକ ଘଟଣା ।  ସ୍ତ୍ରୀକୁ ହତ୍ୟା ପରେ ମେଡିକାଲରେ ଛାଡ଼ି ସ୍ବାମୀ ଫେରାର । ସୁବଳିଆ ଥାନା ତଲେଇମାଳରେ ପାରିବାରିକ କଳହରୁ ହତ୍ୟାକାଣ୍ଡ । ଆକ୍ରମଣ ପରେ ସ୍ତ୍ରୀକୁ ବୀରମହାରାଜପୁର ମେଡିକାଲ ଆଣିଥିଲା ।

ମେଡିକାଲରେ ଭର୍ତ୍ତି ପରେ ମୃତଦେହ ଛାଡ଼ି ପଳାଇଥିବା ଅଭିଯୋଗ। ଏଯାଏଁ ଯୁବକଙ୍କ ପରିଚୟ ମିଳିପାରିନାହିଁ। ଦିନକୁ ଦିନ ବଢି ଚାଲିଛି ଅପରାଧିକ ମାମଲ। । ସାମ୍ନାକୁ ଆସୁଛି ସାଙ୍ଘାତିକ ଘଟଣାର ବାସ୍ତବ ଚିତ୍ର । ଏହି ମାମଲା ପାରିବାରିକ କଳହ ସହ ଜଡିତ ଥିବା ଅଭିଯ଼ୋଗ । ତେବେ ଘଟଣାର ପ୍ରକୃତ କାରଣ ଏବେ ଯ଼ାଏଁ ଜଣାପଡ଼ିନାହିଁ ।

Get real time updates directly on you device, subscribe now.