ଭାରତ ସରକାରଙ୍କ ପାକିସ୍ତାନକୁ ଦାବି; ୨୬-୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍କୁ ଆମକୁ ଶୀଘ୍ର ହସ୍ତାନ୍ତର କର
ନୂଆଦିଲ୍ଲୀ: ଲସ୍କର-ଇ-ତୋଏବା ମୁଖ୍ୟ ତଥା ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ଭାରତ ଆଣିବା ପାଇଁ ଭାରତ ସରକାର ପାକିସ୍ତାନ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ପ୍ରତ୍ୟର୍ପଣ…