Breaking News ଜଳିଗଲା ୩୦୦ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ମୁଣ୍ଡରେ ଚଡକ Development Dec 13, 2023 ଭୁୁବନେଶ୍ୱର: ଧର୍ମଗଡରୁ ଏକ ବଡ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଧାନଗଦା ଜଳି ଭସ୍ମ ହୋଇଯାଇଛି । ୬ ଜଣ ଚାଷୀଙ୍କ ୩୦୦ କ୍ୱିଣ୍ଟାଲ ଧାନ ଥିବା ଏକ ଧାନ ଗଦା ଜଳି ଭସ୍ମ ହୋଇଯାଇଛି । ଗୋଲାମୁଣ୍ଡା ତହସିଲ…
Breaking News ଟି-୨୦ରେ ଇତିହାସ ଲେଖିଲେ ଅଧିନାୟକ ସୂର୍ଯ୍ୟକୁମାର: ପଛରେ ପଡ଼ିଲେ ଏମ.ଏସ ଧୋନୀ Development Dec 13, 2023 ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜୟ ବରଣ କରିଛି ଟିମ ଇଣ୍ଡିଆ । ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ ୫ ୱିକେଟରେ ବିଜୟ ହାସଲ କରିଛି । ତେବେ ବର୍ଷା ଯୋଗୁଁ ଭାରତୀୟ…
Breaking News ସଂସଦରେ ଦୁଇ ସନ୍ଦିଗ୍ଧ ସ୍ପ୍ରେ କରିଥିବା ଗ୍ୟାସ୍ ଥିଲା କେତେ କ୍ଷତିକାରକ, କ’ଣ କହିଲେ ବିଶେଷଜ୍ଞ Development Dec 13, 2023 ନୂଆଦିଲ୍ଲୀ: ଆଜି ସଂସଦରେ ଶୀତକାଳୀନ ଅଧିବେଶନ ଚାଲୁଥିବା ସମୟରେ ୨ ଜଣ ଅଜଣା ବ୍ୟକ୍ତି ହଠାତ୍ ଗୃହ ମଧ୍ୟଭାଗକୁ ଚାଲିଆସି ହଙ୍ଗାମା କରିଥିଲେ । ଏହା ଦେଖି ଗୃହରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ତେବେ ୨ ଜଣ ସନ୍ଦିଗ୍ଧ…
Featured (Video) ପୁରୁଣା ପ୍ରେମିକଠୁ ଏଭଳି ପ୍ରତିଶୋଧ ନେଲା ପ୍ରେମିକା; ସାମ୍ନାକୁ ଆସିଲା ଚତୁରତାର ନିଆରା ଚିତ୍ର Development Dec 13, 2023 ଓଡ଼ିଶା ଭାସ୍କର: ଆଜିକାଲି ପ୍ରେମ-ପ୍ରତାରଣା ଯୁବ ପିଢ଼ିଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି । ଅନେକ ସମୟରେ ଏମିତି ବି ହୋଇଥାଏ ଯେ ଆପଣ ରିଲେସନସିପରେ ଅଛନ୍ତି କିନ୍ତୁ ଏକଥା କାହାକୁ କହିନଥାନ୍ତି। କେବେକେବେ…
Breaking News ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି Development Dec 13, 2023 କୋଲକାତା: ଦେଶର ବିଭିନ୍ନ ଷ୍ଟେସନରେ ବାରମ୍ବାର ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ଷ୍ଟେସନ ସାମିଲ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ବିରାଟ ଅଘଟଣ ନେଇ ସୂଚନା…
Breaking News ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ Development Dec 13, 2023 ଓଡ଼ିଶା ଭାସ୍କର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଷ୍ଣୁଦେବ ସାଏ । ଶପଥ ପାଠ କରାଇଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରୁଣ ସାଓ । ସମାରୋହରେ ପ୍ରଧାନମନ୍ତ୍ରୀ…
Breaking News ପଇସା ଖର୍ଚ୍ଚକୁ ନେଇ ରହିଛି କି ଏହି ୫ଟି ଖରାପ ଅଭ୍ୟାସ, ବଦଳାଇଦେଲେ ଆପଣ ବି ହୋଇପାରିବେ ଧନୀ Development Dec 13, 2023 ଓଡ଼ିଶା ଭାସ୍କର: କୌଣସି ବ୍ୟକ୍ତିଙ୍କ ଆର୍ଥିକ ସ୍ଥିରତା ତାଙ୍କ ଆର୍ଥିକ ବ୍ୟବହାର ଉପରେ ନିର୍ଭର କରିଥାଏ । ଯଦି ଆପଣ ବି ସେହି ବ୍ୟକ୍ତିଙ୍କ ତାଲିକାରେ ଅଛନ୍ତି ଯିଏ ପଇସା ସଞ୍ଚୟ କରିପାରୁ ନାହାନ୍ତି ଏବଂ କୌଣସି ବଡ ଧରଣର…
Breaking News ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା: ଜାରି ହେଲା Exam Schedule Development Dec 13, 2023 ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି…
Breaking News ବିଜେପି ସାଂସଦଙ୍କୁ ନେଇ ଗୃହରେ ଚର୍ଚ୍ଚା, ଅଜଣା ବ୍ୟକ୍ତିକୁ କାବୁ କରି ହେଲେ ‘ହିରୋ ଅଫ୍ ଦି ହାଉସ୍’ Development Dec 13, 2023 ନୂଆଦିଲ୍ଲୀ: ଆଜି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ହଠାତ୍ ଚାଲିଆସି ହଙ୍ଗାମା ସୃଷ୍ଟି କରିଥିଲେ । ଏମାନଙ୍କୁ ସୁରକ୍ଷା କର୍ମୀ କାବୁ କରିବାକୁ ଚେଷ୍ଟା…
Breaking News ସଂସଦ ଭବନ ପରିସରରେ ହଙ୍ଗାମା କରିଥିବା ଅଜଣା ବ୍ୟକ୍ତିଙ୍କ ମିଳିଲା ପରିଚୟ, ଜଣେ ମହିଳା ବି ସାମିଲ Development Dec 13, 2023 ନୂଆଦିଲ୍ଲୀ: ଆଜିର ଦିନରେ ଠିକ୍ ୨୨ ବର୍ଷ ତଳେ ସଂସଦ ଭବନ ଉପରେ ଆକ୍ରମଣ ହୋଇଥିଲା । ଆଜି ପୁଣି ସଂସଦରେ ଦୁଇ ଜଣ ଅଜଣା ବ୍ୟକ୍ତି ଗୃହକାର୍ଯ୍ୟ ଚାଲିଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଡେଇଁ ଭିତରକୁ ଚାଲିଆସିବା ୨୨ ବର୍ଷ…