fbpx
BSKY
BJD MC SKY
BJD YOUTH SKY

ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା, ୨ ଜଣଙ୍କ ମୃତ୍ୟୁ, ୧୦ ରୁ ଅଧିକ ଆହତ, ୫ଜଣଙ୍କ ଅବସ୍ଥା ସଙ୍କଟାପନ୍ନ. କଟକ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣରୁ ଅଧିକ ଆହତ ହୋଇଛନ୍ତି । ପୁରୀ ସଦର ଚିକିତ୍ସାଳରେ ଆହତଙ୍କୁ ଭର୍ତ୍ତି କରାଯାଇଛି । ସେଠାରେ…

‘ସ୍ପେଶାଲ୍ ୨୬’ ଷ୍ଟାଇଲରେ ଲୁଟ୍, ନକଲି ଆଇଟି ଅଧିକାରୀ ବେଶେରେ କୋଟି କୋଟି ଲୁଟ୍ , ୯ ବର୍ଷ ପରେ ୯ ଅଭିଯୁକ୍ତଙ୍କୁ ଦଣ୍ଡ

ମୁମ୍ବାଇ: ଫ୍ଲିମରୁ ଅନୁପ୍ରାରିତ ହୋଇ ଅନେକ ଲୋକ ଅପରାଧ ଘଟାଉଛନ୍ତି । ସେହିଭଳି ଏକ ଚର୍ଚ୍ଚିତ ଡକାୟତି ମାମଲାରେ ମୁମ୍ବାଇ କୋର୍ଟ ରାୟ ଦେଇଛନ୍ତି। ନକଲି ଆଇଟି ଅଧିକାରୀ ବେଶେରେ ଜଣେ ବ୍ୟବସାୟୀଙ୍କ ଘରେ ପଶି ଚଢଉ କରି…

ସର୍ତ୍ତମୂଳକ ଜାମିନରେ ମୁକୁଳିଲେ ଆଇନଜୀବୀ

ଭୁବନେଶ୍ୱର : ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିବା ଆଇନଜୀବୀ ଆଜି ଜାମିନରେ ଖଲାସ ହୋଇଛନ୍ତି । ଆନ୍ଦୋଳନ ଓ କୋର୍ଟରେ ଭଙ୍ଗାରୁଜା ମାମଲାରେ ଗିରଫ ହୋଇଥିଲେ । ଗତକାଲି ହାଇକୋର୍ଟ ସେମାନଙ୍କ…

କୁଲୁକୁତା ଘାଟିରେ ଦୁର୍ଘଟଣା, ଭ୍ୟାନ୍ ଓଲଟି ୨୦ ଜଣ ଆହତ

ଭୁବନେଶ୍ୱର : ବଣାଇ ଥାନା ଅନ୍ତର୍ଗତ କୁଲୁକୁତା ଘାଟିରେ ଭ୍ୟାନ୍ ଓଲଟି ପଡିଛି । ଏଥିରେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଥିବା ସୂଚନା ମିଳିନାହିଁ । ମିଳିଥିବା ସୂଚନା…

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ; ସରିଲା ନାର୍କୋ ଟେଷ୍ଟ , ଅଚେତ ଅବସ୍ଥାରେ ଗୋପାଳ

ଭୁବନେଶ୍ୱର : ସ୍ୱର୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସର ନାର୍କୋ ଟେଷ୍ଟ ଶେଷ ହୋଇଛି । ନାର୍କୋ ଟେଷ୍ଟ ବେଳେ ସେ ଅନେକ ପ୍ରଶ୍ନର ସାମ୍ନା କରିଛି ଅଭିଯୁକ୍ତ ଗୋପାଳ ।…

ସ୍ନିଫର୍ ଡଗ୍ ଆଉଟ୍ , ଏବେ ସୁରକ୍ଷା ବାହିନୀରେ ସ୍ନିଫର୍ ଗୁଣ୍ଡୁଚି ମୂଷା, ଡ୍ରଗ୍ସ ଖୋଜିବାରେ ଧୁରନ୍ଧର

ନୂଆଦିଲ୍ଲୀ : ଆପଣ ନିଶ୍ଚୟ ଭାବେ ଚଳଚ୍ଚିତ୍ରରେ ଦେଖିଥିବେ ଯେ ସୁରକ୍ଷା ବାହିନୀରେ ସ୍ନିଫର୍ କୁକୁର ଥାନ୍ତି । ସେମାନଙ୍କ ଚତୁରତା ଗୁଣ ଏବଂ ଗନ୍ଧ ଶୁଙ୍ଘିବାର ଶକ୍ତି ଏତେ ପ୍ରଖର ଯେ ସେମାନେ ସହଜରେ ସନ୍ଦିଗ୍ଧକୁ ଚିହ୍ନଟ…

ଆଉ ଫ୍ରି ନାହିଁ, ଏଣିକି ଗୁଗୁଲ ସର୍ଚ୍ଚ ପାଇଁ ଟଙ୍କା ଦେବାକୁ ପଡିବ

ନୂଆଦିଲ୍ଲୀ : ଗୁଗୁଲ ୟୁଜର୍ସଙ୍କ ପାଇଁ ଦୁଃଖ ଖବର । ଆଉ ଫ୍ରି ନାହିଁ, ଏଣିକି ଗୁଗୁଲରେ ସର୍ଚ୍ଚ ପାଇଁ ଟଙ୍କା ଦେବାକୁ ପଡିବ । ବିଗତ କିଛି ମାସରେ chatGDP ଚର୍ଚ୍ଚାରେ ରହିଛି । AI ଟୁଲ ସାହାଯ୍ୟରେ ୟୁଜର୍ସ…

୨୦ ଲକ୍ଷ ଜରିମାନା ଦେବ ଏୟାର ଏସିଆ , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ ଅଭିଯୋଗରେ ଏୟାର ଏସିଆ କମ୍ପାନୀ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯାଇଛି । ନାଗରିକ ବିମାନ ମହାନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ଏହାର ସୂଚନା ଦିଆଯାଇଛି ।…

ବ୍ରିଟେନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା ମିଳିଲା, ଡିଫ୍ୟୁଜ୍ ସମୟରେ ବିରାଟ ବିସ୍ଫୋରଣ, କମ୍ପନ ୨୪ କିମି

ଲଣ୍ଡନ: ବ୍ରିଟେନର ଗ୍ରେଟ୍ ୟର୍ମାଉଥ୍ ସହରରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ଏକ ବୋମା ଉଦ୍ଧାର ହୋଇଛି । ଯାହାକୁ ଡିଫ୍ୟୁଜ୍ କରିବା ସମୟରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଏହାର ଶବ୍ଦ ମାଇଲ୍ ମାଇଲ୍…