fbpx
BSKY
BJD SHG SKY
BJD YOUTH SKY

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଲେ ତାଜିନ୍ଦରପାଲ ସିଂ ଟୁର

ଆସ୍ଥାନା : ଆସ୍ଥାନାଠାରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ ରେ ଭାରତର ଜାତୀୟ ରେକର୍ଡଧାରୀ ତାଜିନ୍ଦରପାଲ ସିଂ ଟୁର ଶୁକ୍ରବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୩ ର ପୁରୁଷ ସଟ୍ ପୁଟ୍ ରେ ୧୯.୪୯…

କରୋନା ପରେ ନୂଆ ବିପଦ, ମଣିଷକୁ ହୋଇପାରେ ବାର୍ଡ-ଫ୍ଲୁ , who ର ଆଲର୍ଟ

ନୂଆଦିଲ୍ଲୀ :କରୋନା ସଂକ୍ରମଣ ପରେ ବର୍ତ୍ତମାନ ବାର୍ଡ-ଫ୍ଲୁ ବିଶ୍ୱ ପାଇଁ ଏକ ନୂଆ ବିପଦ ହୋଇପାରେ । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବାର୍ଡ-ଫ୍ଲୁ ହେଉଛି ଏଭିଆନ୍…

ସାମର୍ଥ୍ୟର ଅଭାବ ନାହିଁ , ଆମକୁ ପ୍ରଚେଷ୍ଟା କରିବାକୁ ହେବ, ମହିଳାମାନଙ୍କୁ ସଶକ୍ତ ହେବାକୁ ଆହ୍ୱନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟରେ ସମାବର୍ତ୍ତନ ଉତ୍ସବରେ ଅଭିଭାଷଣ ଦେବା ସମୟରେ ନିଜର ପୁରୁଣା ସ୍ମୃତିକୁ ମନେ ପକାଇ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଭାବବିହ୍ୱଳ ହୋଇ ପଡିଛନ୍ତି । ଗରିବ ଚାଷୀ ଝିଅ ଠାରୁ ଆରମ୍ଭ…

ମୁମ୍ବାଇ-ସୋଲାପୁର-ଶିରିଡି କୁ ଚାଲିବ ବନ୍ଦେ ଭାରତ ଟ୍ରେନ୍, ଆଉ ୩ଟି ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମୁମ୍ବାଇ-ସୋଲାପୁର ଏବଂ ମୁମ୍ବାଇ-ଶିରିଡି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି। ମୁମ୍ବାଇରୁ ଚାଲୁଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ସଂଖ୍ୟା ତିନିକୁ…

‘କାନ୍ତାରା’ ର ନିର୍ମାତାଙ୍କୁ ଆଶ୍ୱସ୍ତି; ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଫିଲ୍ମ'କାନ୍ତାରା'ର ନିର୍ମାତାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ଚଳଚ୍ଚିତ୍ରର 'ବହରା ରୂପମ୍' ଗୀତକୁ ବିନା ଅନୁମତିରେ କପି ରାଇଟ୍ସର କରାଯାଇଥିବା ନେଇ ନିର୍ମାତାମାନଙ୍କ ନାମରେ ଅଭିଯୋଗ ହୋଇଥିଲା ।…

ଆର୍ଥିକ ବିକାଶ ସହ ଆଧ୍ୟାତ୍ମକ ବିକାଶ ଜରୁରୀ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆଧ୍ୟାତ୍ମିକ ବିକାଶ ଜରୁରୀ । ଉଭୟ ଶରୀର ଓ ଆତ୍ମା…

ସୁପ୍ରିମକୋର୍ଟରେ ଦୁଇ ବିଚାରପତି ନିଯୁକ୍ତ, ଆଉ ଖାଲି ନାହିଁ ଜଜ୍ ପଦ

ନୂଆଦିଲ୍ଲୀ :କେନ୍ଦ୍ର ସରକାର ଜଷ୍ଟିସ ରାଜେଶ ବିନ୍ଦଲ ଏବଂ ଜଷ୍ଟିସ ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ନୂଆ ବିଚାରପତି ଭାବେ ଅନୁମୋଦନ କରିଛନ୍ତି। ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୂଚନା ଦେଇଛନ୍ତି ଯେ,…

ଉତ୍କଳ ମଣ୍ଡପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ

ଭୁବନେଶ୍ୱର : ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଆସି ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ…

ସ୍ମୃତି ଇରାନୀଙ୍କ ଝିଅ ବିବାହ ; ବିନା ଭିଆଇପି ରେ, କେବଳ ୭୦ ଜଣରେ ବିବାହ ଶେଷ

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟିଭି ତାରକା ସ୍ମୃତି ଇରାନୀଙ୍କ ଝିଅ ଶାନେଲ ଇରାନୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅର୍ଜୁନ ଭାଲ୍ଲାଙ୍କ ସହ ତାଙ୍କର ବିବାହ ହୋଇଛି । ରାଜସ୍ଥାନର ଖିନଭସର ଦୁର୍ଗରେ…

ନିଆରା ପ୍ରେମ କାହାଣୀ……ଝିଅ ଡାକ୍ତର ଓ ପୁଅ ମେୟର, ଲଭ୍ କେମେଷ୍ଟ୍ରିରେ ଦୁହେଁ ଫିଟ୍, ପରିବାରଲୋକଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ

ରାୟପୁର: କୁହାଯାଏ ପ୍ରକୃତ ପ୍ରେମ କେବେ ହାରେ ନାହିଁ । ସେମାନଙ୍କ ରାସ୍ତାରେ ଥିବା ଯେତେ କଣ୍ଟା ଯେତେ ବାଧା ଆସିଲେ ବି ସବୁ ଦୂର ହୁଏ । ଭାଲେଣ୍ଟାଇନ୍ସ ସପ୍ତାହ ଅବସରରେ, ଆମେ ଆପଣଙ୍କୁ ଏମିତି ଜଣେ ନେତାଙ୍କ ପ୍ରେମ…