କୋଟିଆରେ ଭୂସ୍ଖଳନ, ପାହାଡ ଉପରୁ ଖସୁଛି ପଥର

ଭୁବନେଶ୍ୱର: ଲଗାତର ବର୍ଷାଯୋଗୁ କେରାପୁଟ ଜିଲ୍ଲା କୋଟିଆରେ ଆଜି ଭୂସ୍ଖଳନ ଘଟିଛି । ପାହାଡ ଉପରୁ ଛୋଟ ଓ ବଡ ପଥର ଖସି ରାସ୍ତାରେ ପଡିଛି । କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଏହି ଭୂସ୍ଖଳନ ଘଟିଛି । ରାସ୍ତାକୁ…

ମଞ୍ଚରେ ସଲମାନ କହିଲେ ମୋତେ ଦିଦିଙ୍କୁ ଦେଖି ଇର୍ଷା ଲାଗୁଛି, ଜାଣନ୍ତୁ କାହିଁକି ଏପରି କହିଲେ ସଲ୍ଲୁ

କୋଲକାତା: ସୁପରଷ୍ଟାର ସଲମାନ୍ ଖାନ୍ ମଙ୍ଗଳବାର କହିଛନ୍ତି କି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘର ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ କହିଛନ୍ତି ଏହାଦ୍ୱାରା ଜଣାପଡୁଛି କି ଲୋକଙ୍କୁ ରହିବା ଲାଗି…

ଏଣିକି ସହଜ ହେବ ମାଟ୍ରିକ୍ ପରୀକ୍ଷା, ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର

ଭୁୁବନେଶ୍ୱର: ଏଣିକି ଆହୁରି ସହଜ ହେବ ମାଟ୍ରିକ୍ ପରୀକ୍ଷା । ଗଣଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ ନମୂନା ପ୍ରଶ୍ନପତ୍ର । ଫଳରେ ସେମାନେ…

ଆମ୍ବେଦକରଙ୍କ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷ

ନୂଆଦିଲ୍ଲୀ: ଆଜି ସମ୍ବିଧାନର ନିର୍ମାତା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପୁଣ୍ୟତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କ ସହ…

ଆଜି ଟିମ୍ ଇଣ୍ଡିଆର ଏହି ୫ ଖେଳାଳିଙ୍କ ଜନ୍ମଦିନ, ଆସନ୍ତୁ ଜାଣିବା ସେମାନଙ୍କ ଲାଇଫ୍‌ର କିଛି ଅଜଣା କଥା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ଲାଗି ସେପ୍ଟେମ୍ବର ୬ ତାରିଖ ବହୁତ ସ୍ୱତନ୍ତ୍ର । କାରଣ ଆଜି ଟିମ୍ ଇଣ୍ଡିଆର ୫ ଜଣ ବଡ ଖେଳାଳୀଙ୍କ ଜନ୍ମଦିନ । ଏମାନଙ୍କ ମଧ୍ୟରୁ ଜଣେ ଖେଳାଳୀ ଦୀର୍ଘ ସମୟ ଧରି ଟିମ୍‌ରେ ନାହାନ୍ତି…

ମାତ୍ର ୫୦ ହଜାର ଟଙ୍କାରେ ମନପସନ୍ଦ ସ୍ୱାମୀ ଘରକୁ ନେଇପାରିବେ

ଦୁନିଆରେ ଏମିତି ଅନେକ ସ୍ଥାନ ଅଛି ଯେଉଁଠି ଅଜବ ଗଜବ ପ୍ରଥା ପ୍ରଚଳିତ । ବିଶେଷ କରି ବିବାହ ସମ୍ବନ୍ଧୀୟ । ଆଜିକାଲି ଲଭ୍ ମ୍ୟାରେଜ ହେଉ କିମ୍ବା ଆରେଞ୍ଜ୍ ମ୍ୟାରେଜ ନିଜ ପସନ୍ଦର ଜୀବନ ସାଥୀଟିଏ ମିଳିବା ବହୁତ କଷ୍ଟ…

ନୂଆ ଚେହେରାଙ୍କୁ ମିଳିବ ବଡ଼ ଦାୟିତ୍ୱ, ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଛି ବିଜେପି

ନୂଆଦିଲ୍ଲୀ: ତିନୋଟି ରାଜ୍ୟରେ ବିଜେପିର ବିପୁଳ ବିଜୟ ପରେ ଅନେକ ସ୍ଥାନରେ ଉତ୍ସବର ମାହୋଲ ଦେଖା ଦେଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶରେ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।…

ଶୀତ ଦିନେ ଡରାଉଛି କି ପୁରୁଣା ଯନ୍ତ୍ରଣା ? ଏହି ଉପାୟ ଦେଇଥାଏ ଆରାମ

ଶରୀର ଅଛି ମାନେ ରୋଗ ହେବା ସ୍ୱାଭାବିକ । ଅନେକ ସମୟରେ ଖେଳକୁଦ, ଆକ୍ସିଡେଣ୍ଟ ବା ଅନ୍ୟ କାରଣରୁ ଆମକୁ ଆଘାତ ଲାଗିଥାଏ । ସମୟକ୍ରମେ ଔଷଧ ସେବନ ଦ୍ୱାରା ସେହି ଆଘାତ ଠିକ୍ ହୋଇଯାଇଥାଏ । କିନ୍ତୁ ଶୀତ ଦିନେ ପୁରୁଣା…

ଗ୍ରହ ଦୋଷରୁ ହୋଇଥାଏ ଉଚ୍ଚ ରକ୍ତଚାପ…? ଜ୍ୟୋତିଷ ଉପାୟ ଦ୍ୱାରା ହୋଇପାରିବ ସମାଧାନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନେ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାନ୍ତି । ବ୍ୟକ୍ତିର ଜୀବନରେ ଗ୍ରହର ସ୍ଥିତି ଠିକ ଥିଲେ ଏହା ଶୁଭ ଫଳ ଦେଇଥାଏ ତ କେତେବେଳେ ଗ୍ରହର ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ଅନେକ…

(Video) ମାଛ ଶରୀରରେ ଲାଗିଛି କି ମଣିଷ ଚେହେରା? କେବେ ଦେଖି ନଥିବେ ଏଭଳି ଅଜବ ଜନ୍ତୁ

ନୂଆଦିଲ୍ଲୀ: ଦୁନିଆରେ ମାଛ ମାନଙ୍କର ଅନେକ ପ୍ରକାରର ପ୍ରଜାତି ଦେଖିବାକୁ ମିଳିଥାଏ । ଏମାନଙ୍କ ମଧ୍ୟରୁ କିଛି ମାଛର ଗଢଣୀ ଆମକୁ ଆଶ୍ଚର୍ଯ୍ୟ କରିଦିଏ । ଏଭଳି ମାଛଗୁଡ଼ିକର ଭିଡିଓ ଅଅନେକ ସମୟରେ ସୋସିଆଲ ମିଡିଆରେ ଭାିରାଲ…