CHARIDHAM

ପାରା ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା । ରାଜ୍ୟ ସରକାରଙ୍କ ପକ୍ଷରୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା । ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ…

ଟୁଥପେଷ୍ଟ ଟ୍ୟୁବ୍ ପଛରେ ଥିବା କଲରର ରହିଛି ଅଲଗା ଅଲଗା ଅର୍ଥ, ଚେକ୍ କରି କିଣନ୍ତୁ ଅନ୍ୟଥା ଖୁବ୍ ଶୀଘ୍ର ଖରାପ ହୋଇଯିବ ଆପଣଙ୍କ ଦାନ୍ତ

ନୂଆଦିଲ୍ଲୀ: ପ୍ରତି ବ୍ୟକ୍ତିର ଦିନର ଆରମ୍ଭ ବ୍ରଶ କରିବା ଠାରୁ ହିଁ ହୋଇଥାଏ । ଲୋକମାନେ ବ୍ରଶରେ ପେଷ୍ଟ ଲଗାଇବା ପରେ ଦାନ୍ତ ସଫା କରିଥାନ୍ତି । କିନ୍ତୁ ଏହି ଟୁଥପେଷ୍ଟର ଟ୍ୟୁବ୍ ପଛରେ ଥିବା କଲରକୁ ଆପଣ କେବେ ଚେକ୍…

ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଲେ ସରକାର, ୨୫ ଟଙ୍କାରେ ବିକ୍ରୀ କରିବେ ପିଆଜ

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଟମାଟୋର ଦର ଉଚ୍ଚା ରହିବା ପରେ ଏବେ ଏହାର ମୂଲ୍ୟ ହ୍ରାସ ପାଇବା ଦ୍ୱାରା ଉପଭୋକ୍ତାଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିବା ବେଳକୁ ପୁଣି ବଢିଯାଇଛି ପିଆଜର ଦର । ପିଆଜର ଅଖିଳ ଭାରତୀୟ…

(Video) ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ; ସାପ କାମୁଡାରେ ହୋଇଥିଲା ମୃତ୍ୟୁ…

ଓଡ଼ିଶା ଭାସ୍କର: ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ, ସାପ କାମୁଡାରେ ପୁଅର ହୋଇଥିଲା ମୃତ୍ୟୁ ଶବକୁ କଦଳୀ ପତ୍ରରେ ବାନ୍ଧି ଭରା ନଈରେ ଭସାଇ ଦେଇଥିଲେ ଘର ଲୋକ । ୧୫ ବର୍ଷ ତଳର କଥା ଯେତେବେଳେ ଅଗେଶର ବୟସ ମାତ୍ର ୧୧…

ମନ୍ଦିରରେ ଡାକ୍ତର ରୂପରେ ପୂଜା ପାଉଛନ୍ତି ହନୁମାନ, ମନ୍ତ୍ରୀ ଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ଲାଗିିଥାଏ ଲମ୍ବା ଲାଇନ୍‌

ଭୋପାଳ:ଆପଣମାନେ ଡାକ୍ତର ରୋଗୀଙ୍କୁ ଚିକତ୍ସା କରୁଥିବାର ତ ଦେଖିଥିବେ କିନ୍ତୁ ମଧ୍ୟପ୍ରଦେଶରେ ଏପରି ଏକ ମନ୍ଦିର ରହିଛି ଯେଉଁଠି ହନୁମାନଜୀ ସ୍ୱୟଂ ଡାକ୍ତର ଭାବରେ ରୋଗୀମାନଙ୍କର ଚିକିତ୍ସା କରୁଛନ୍ତି । ଏଠାରେ ଦୈନିକ…

(Video) ବାଘକୁ କୁକୁର ଭଳି ଚେନରେ ବାନ୍ଧି ରାସ୍ତାରେ ବୁଲିଲେ ଯୁବକ; ଭାଇରାଲ ହେଲା ଭିଡିଓ

ଓଡ଼ିଶା ଭାସ୍କର: ଓଡ଼ିଆରେ ଗୋଟେ କଥା ଅଛି, ବାଘ ନଦେଖିଛୁ ଯଦି ବିଲେଇ ଦେଖେ । ଆପଣ ସାଧାରଣତଃ ରାସ୍ତାରେ କୁକୁର ବୁଲୁଥିବା ଦେଖିଥିବେ । ତାହା ପୁଣି ନିଜର ଯଦି ପୋଷା କୁକୁର ଥିବ ତେବେ ଲୋକେ କୁକୁର ବେକରେ ଚେନ୍…

ବ୍ୟାଟେରୀ ଦ୍ୱାରା ପରିଚାଳିତ ମାନବ, ସତ ଜାଣିଲେ ଆପଣ ବି ଚକିତ ହୋଇଯିବେ

ନୂଆଦିଲ୍ଲୀ:ବ୍ୟାଟେରୀରେ ଯନ୍ତ୍ର ଚାଲିବା କଥା ଆପଣ ତ ଜାଣିଛନ୍ତି କିନ୍ତୁ ଜଣେ ମଣିଷ ଏକ ବ୍ୟାଟେରୀ ସେଟ୍ ଦ୍ୱାରା ପରିଚାଳିତ ହେବା କଥା ନିଶ୍ଚୟ ନୂଆ ଅଟେ । ମାସାଚୁସେଟସ୍‌ରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଏବେ…

ସଂଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ପରଲୋକ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ସଂଗୀତ ନିର୍ଦ୍ଦେଶକ ସ୍ଵରୂପ ନାୟକଙ୍କ ପରଲୋକ ଘଟିଛି । ଦୀର୍ଘଦିନ ଧରି କ୍ୟାନସରରେ ପୀଡିତ ଥିଲେ ସ୍ଵରୂପ । ବହୁ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ।…

ବାଃ! ବସିବେ ରାଜଧାନୀ ଏକ୍ସପ୍ରେସରେ ମିଳିବ ତେଜସର ଅନୁଭବ ଓ ଏକାଧିକ ସୁବିଧା, ଜାଣନ୍ତୁୂ କେଉଁ ୪ ଟ୍ରେନରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ନୂଆଦିଲ୍ଲୀ-ହାୱଡା ଗ୍ରାଣ୍ଡ କୋଡ୍ ସେକ୍ସନର କୋଡରମା ଧାନବାଦ ରାସ୍ତାରେ ୪ ରାଜଧାନୀ ଏକ୍ସପ୍ରେସ୍ ଚଳାଚଳ କରିଥାଏ । ଏଥିରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏବେ ତେଜସରେ ବସିବାର ଅନୁଭବ ମିଳିବ । କାରଣ…

SC, ST, OBC ଓ EWS ଛାତ୍ରଛାତ୍ରୀଙ୍କ ଲାଗି ଖୁସି ଖବର; ମାଗଣାରେ ନେଇପାରିବେ ମେଡିକାଲ୍‌, ଇଂଜିନିୟରିଂ, ପ୍ରଶାସନିକ ସେବା ପରୀକ୍ଷା ଲାଗି…

ନୂଆଦିଲ୍ଲୀ: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏହାର ଜୟ ଭୀମ୍ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନା ପୁନର୍ବାର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଜରିଆରେ ମେଡିକାଲ, ଇଂଜିନିୟରିଂ ଓ ସିଭିଲ୍ ସର୍ଭିସ୍…