୧୧ ଲକ୍ଷ ପାଲେଷ୍ଟାନୀୟଙ୍କୁ ୨୪ ଘଣ୍ଟାରେ ଗାଜା ଖାଲି କରିବାକୁ ନିର୍ଦ୍ଦେଶ, ଉଦ୍ବେଗ ପ୍ରକାଶ କଲା ଜାତିସଂଘ
ନୂଆଦିଲ୍ଲୀ:ଇସ୍ରାଏଲ ଓ ହମାସ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧୧ ଲକ୍ଷ ପାଲେଷ୍ଟାନୀୟଙ୍କ ସାମ୍ନାରେ ଏକ ବଡ ସଙ୍କଟ ସୃଷ୍ଟି କରିଛି । ଇସ୍ରାଏଲ୍ ଗାଜାପଟ୍ଟୀରେ ଏବେ ସ୍ଥଳ ଭାଗରେ ଯୁଦ୍ଧ ଲଢିବାକୁ ସଂକେତ ଦେଇ ସାରିଛି ଓ…