ଆପଲ୍ର iphone 15 ପ୍ରୋ ସିରିଜ୍ରେ ଇସ୍ରୋ ଜିପିଏସ୍, ଜାଣନ୍ତୁ କ’ଣ ମିଳିବ ଫାଇଦା
ନୂଆଦିଲ୍ଲୀ: ଆପଲ କମ୍ପାନୀ ଏହାର ଆଇଫୋନ୍ ୧୫ ସିରିଜ୍ ବିଭିନ୍ନ ନୂଆ ଫିଚର ଏବଂ ଉଚ୍ଚ ଶକ୍ତି ବିଶିଷ୍ଟ କ୍ୟାମେରା ସହ ଲଞ୍ଚ କରିଛି । ଏହା ସହିତ କମ୍ପାନୀ ଏହାର କନେକ୍ଟିିଭିଟି ଫିଚରରେ ଏକ ବଡ ଧରଣର ପରିବର୍ତ୍ତନ କରିଛି…