୧୯ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ି ଆମେରିକାରୁ ପାକିସ୍ତାନ ଚାଲିଆସିଲେ ମହିଳା, ପ୍ରେମିକ ଯାହା କଲେ…
ୱାଶିଂଟନ/ଇସଲାମାବାଦ,୩ା୨: କୁହାଯାଏ, ପ୍ରେମ ମାନେନା ଜାତି, ଧର୍ମ, ବର୍ଣ୍ଣ, ବୟସ । ଠିକ୍ ସେମିତି ଜଣେ ୩୩ ବର୍ଷୀୟା ମହିଳା ଜଣେ ୧୯ ବର୍ଷୀୟ ଯୁବକଙ୍କ କ୍ଷେତ୍ରରେ ଘଟିଛି । ୧୯ ବର୍ଷୀୟ ଯୁବକଙ୍କ ପ୍ରେମରେ ପଡ଼ି ମହିଳା…