ଦୁଇଥର ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ ଆମୀର, ଏହି ମହିଳାଙ୍କ ନାଁ ହେଉଛି ଚର୍ଚ୍ଚା
ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଆମୀର ଖାନ ତାଙ୍କ ଫିଲ୍ମ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଏହି ଅଭିନେତାଙ୍କର ଦୁଇଥର ଛାଡପତ୍ର ହୋଇଛି। ଏବେ କୁହାଯାଉଛି ଯେ, ତାଙ୍କ ଜୀବନରେ…