ଜାଣନ୍ତି କି IPL ଫାଇନାଲ ପୂର୍ବରୁ ୨୨୦୦ କୋଟି ଟଙ୍କାର ଜ୍ୟାକପଟ୍ ଜିତିଥିବା RCBର ମାଲିକ କିଏ?

ନୂଆଦିଲ୍ଲୀ,୩ା୬: ଆପଣ ଜାଣନ୍ତି କି RCBର ମାଲିକ କିଏ? ଯିଏ କି  IPL ଫାଇନାଲ ମ୍ୟାଚ୍ ପୂର୍ବରୁ ପ୍ରାୟ ୨୨୦୦ କୋଟି ଟଙ୍କାର ଜ୍ୟାକପଟ୍ ଜିତିସାରିଛନ୍ତି। ହଁ, ଏହା IPLର ପୁରସ୍କାର ରାଶିଠାରୁ ବହୁତ ଅଧିକ। ଆସନ୍ତୁ…

ପହଲଗାମ ଆକ୍ରମଣ ପରେ କାଶ୍ମୀରର ଚେନାବ ନଦୀ ଉପରେ ରେଳ ସେତୁ କାହିଁକି? ୬ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଶ୍ରୀନଗର,୩ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୬ରେ ଜମ୍ମୁ ଏବଂ କାଶ୍ମୀର ଗସ୍ତ କରିବେ, ଯେଉଁଠାରେ ସେ ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କରିବେ। ସେତୁ ଉଦଘାଟନ ପରେ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନ୍…

ଲିଭରରେ ଚର୍ବି ଜମା ହେବା ପରେ ଦେଖାଦିଏ ଏହି ୫ ଲକ୍ଷଣ, ଜାଣନ୍ତୁ କ’ଣ କୁହନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ…

ଫ୍ୟାଟି ଲିଭର ଏକ ରୋଗ ଯାହାର ପ୍ରାରମ୍ଭିକ ଲକ୍ଷଣ ଜାଣିବା ଆବଶ୍ୟକ। ଯଦି ଆପଣଙ୍କର ପେଟର ଉପର ଡାହାଣ ଭାଗରେ ଯନ୍ତ୍ରଣା ହୁଏ ଏବଂ ଏହା ଲାଗିରହେ, ତେବେ ଏହା ଫ୍ୟାଟି ଲିଭରର ଲକ୍ଷଣ ହୋଇପାରେ। ଏହାକୁ ଅଣଦେଖା କରିବା…

ସିକ୍ରେଟ୍ ଫ୍ଲାଇଟ୍ ପ୍ଲାନ୍: ବିଦ୍ରୋହ ଦିନ କେମିତି ଖସି ପଳାଇଥିଲେ ହାସିନା, ଜାଣନ୍ତୁ ସବିଶେଷ ବିବରଣୀ…

ଢାକା,୩ା୬: ବାଂଲାଦେଶରେ ବିଦ୍ରୋହ ପରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ୫ ଅଗଷ୍ଟ ୨୦୨୪ରେ ଢାକା ଛାଡି ଭାରତରେ ଆଶ୍ରୟ ନେଇଥିଲେ। ଏହି ସମୟରେ ଏକ ବାଂଲାଦେଶୀ ଖବରକାଗଜ ଦାବି କରିଥିଲା ​​ଯେ, ଶେଖ ହାସିନା କିପରି…

ଜୟାଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଅମିତାଭ, ଆଜିର ଏହି ଖାସ୍ ଦିନରେ ଜାଣନ୍ତୁ କାହିଁକି ଶୀଘ୍ର ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ମୁମ୍ବାଇ,୩ା୬: ହିନ୍ଦୀ ଫିଲ୍ମର ସୁପରଷ୍ଟାର ଭାବରେ ପ୍ରସିଦ୍ଧ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ଜୁନ୍ ୩ ଅର୍ଥାତ୍ ଆଜି ସେମାନଙ୍କର ୫୨ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ବିଗ୍ ବି' ଶୁଭେଚ୍ଛା ପଠାଇବା ପାଇଁ…

ନୂଆ ଟେକ୍ନୋଲୋଜି ଆଣୁଛନ୍ତି ECI, ପ୍ରତି ଦୁଇଘଣ୍ଟାରେ ଉପଲବ୍ଧ ହେବ ଭୋଟିଂର ସଠିକ୍ ପ୍ରତିଶତ

ନୂଆଦିଲ୍ଲୀ,୩ା୬: ଭାରତର ନିର୍ବାଚନ କମିଶନ (ECI) ନୂଆ ଟେକ୍ନୋଲୋଜି  ବା ପ୍ରଯୁକ୍ତିବିଦ୍ୟା ଆଣୁଛନ୍ତି, ଏବେ ପ୍ରତି ଦୁଇ ଘଣ୍ଟାରେ ସଠିକ୍ ଭୋଟିଂ ପ୍ରତିଶତ ଉପଲବ୍ଧ ହେବ। ଏହି ନୂତନ ସିଷ୍ଟମ ଅନୁଯାୟୀ, ମତଦାନ…

ସିବିଆଇର ବଡ଼ ଆକ୍ସନ, ପୂର୍ବତନ ଆୟକର ଅଧିକାରୀଙ୍କ ୭ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି କଲା ଆଟାଚ୍

ନୂଆଦିଲ୍ଲୀ,୩ା୬: ଆୟକର ବିଭାଗର ଜଣେ ପୂର୍ବତନ ଅଧିକାରୀଙ୍କ ବିରୋଧରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ବଡ଼ ଦୁର୍ନୀତି ମାମଲାରେ ଆୟକର ବିଭାଗର ଜଣେ ପୂର୍ବତନ ଅତିରିକ୍ତ କମିଶନରଙ୍କ ୭ କୋଟି ଟଙ୍କାରୁ…

‘ଟ୍ରମ୍ପଙ୍କ ଫୋନ୍ ଆସିଲା, ନରେନ୍ଦ୍ର ଜୀ ସରେଣ୍ଡର କଲେ’ ଜେଜେମା ଇନ୍ଦିରା ଗାନ୍ଧୀଙ୍କ କଥା କହି ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୩ା୬: ମଙ୍ଗଳବାର ମଧ୍ୟ ପ୍ରଦେଶ ଗସ୍ତରେ ଯାଇ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସେ ପାକିସ୍ତାନ ସହିତ ଯୁଦ୍ଧବିରତିରେ ଟ୍ରମ୍ପଙ୍କ ଦାବିକୁ ଉଲ୍ଲେଖ କରି…

ଚହଲଙ୍କଠାରୁ ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ କି ଧନଶ୍ରୀ, କହୁକହୁ କହିଦେଲେ ଏହି ବଡ଼ କଥା…

ମୁମ୍ବାଇ,୩ା୬: ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ନୃତ୍ୟଶିଳ୍ପୀ ଧନଶ୍ରୀ ବର୍ମା ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କଠାରୁ ଛାଡପତ୍ର ପରେ ଏବେ ତାଙ୍କ ଜୀବନରେ ଆଗକୁ ବଢ଼ିଛନ୍ତି। ତାଙ୍କୁ ବୃତ୍ତିଗତ କ୍ଷେତ୍ରରେ ବହୁତ…

IPL ଟ୍ରଫିର ଦାମ୍ କେତେ ଜାଣନ୍ତି? ଏହା କ’ଣ ସମ୍ପୂର୍ଣ୍ଣ ସୁନାରେ ତିଆରି ୨୦୨୫ ବିଜେତା ପୂର୍ବରୁ ଜାଣନ୍ତୁ ସବିଶେଷ ବିବରଣୀ…

ନୂଆଦିଲ୍ଲୀ,୩ା୬: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (IPL)ରେ ଏପର୍ଯ୍ୟନ୍ତ ସାତଟି ଭିନ୍ନ ଭିନ୍ନ ଚାମ୍ପିଅନ୍ ଦଳ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ହାସଲ କରିଛି…