ସବୁ ଦିଗରୁ ସଙ୍କଟର ସମ୍ମୁଖୀନ ହେଉଛି ପାକିସ୍ତାନ, ସବୁଠୁ ବିଗିଡ଼ିଛି ଜଳ ସମସ୍ୟା
ଇସଲାମବାଦ,୩୦ା୪: ପାକିସ୍ତାନ ବର୍ତ୍ତମାନ ସବୁ ଦିଗରୁ ସଙ୍କଟର ସମ୍ମୁଖୀନ ହେଉଛି। ଦେଶ ପୂର୍ବରୁ ଗଭୀର ଆର୍ଥିକ ସଙ୍କଟରେ ଅଛି। ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଛି, ବିଦେଶୀ ଋଣ ବୃଦ୍ଧି ପାଉଛି, ଏବଂ ସାଧାରଣ ଲୋକଙ୍କ…