ସୁନା ଦାମ୍ ବଢ଼ିବା ପଛରେ ଚାଲିଛି କି ଟ୍ରମ୍ପଙ୍କ ଖେଳ? ପ୍ରଥମେ ମହଙ୍ଗା, ପରେ ଶସ୍ତା

ୱାଶିଂଟନ୍,୨୬ା୪: ଇତିହାସ ସାକ୍ଷୀ ଅଛି, ସୁନା ଅନେକ ବର୍ଷ ପର୍ଯ୍ୟନ୍ତ ଏକ ପରିସର ମଧ୍ୟରେ ରହିଥାଏ ଏବଂ ତା'ପରେ ହଠାତ୍ ଦ୍ରୁତ ଗତିରେ ବଢ଼ିଥାଏ। ଅକ୍ଟୋବର ୨୦୧୧ରୁଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ, ସୁନାର ମୂଲ୍ୟ ପ୍ରାୟ…

ପ୍ରେମ ପାଇଁ ହତ୍ୟା: କରତରେ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରି ପରେ କରିଥିଲେ ମଦ ପାର୍ଟି, ସାମ୍ନାକୁ ଆସିଲା ଅନେକ କିଛି…

ଲକ୍ଷ୍ନୌ,୨୬ା୪: ଉତ୍ତର ପ୍ରଦେଶର ହାଥରସ୍ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ନବମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରମାନେ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ଯୁବକଙ୍କ ଗଳାକୁ କରତରେ କାଟିବା…

ହାର୍ଦ୍ଦିକଙ୍କଠାରୁ ଛାଡ଼ପତ୍ର ନେବା ପରେ ପୁଣି ଏକ ପୋଷ୍ଟ ଶେୟାର କଲେ ସ୍ତ୍ରୀ ନତାଶା, ଲେଖିଲେ ଏମିତି…

ମୁମ୍ବାଇ: ନତାଶା ଷ୍ଟାନକୋଭିକ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟଙ୍କ ବିବାହ ବିଚ୍ଛେଦ ହୋଇଛି। ଏହି ଦମ୍ପତି ୨୦୨୪ରେ ଛାଡପତ୍ର ଘୋଷଣା କରିଥିଲେ ଏବଂ ସେମାନଙ୍କର ୫ ବର୍ଷର ସମ୍ପର୍କ ଶେଷ କରିଥିଲେ। ନତାଶା ତାଙ୍କ ପୁଅ…

ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ମୋହନ ଭାଗବତଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଅତ୍ୟାଚାର କରୁଥିବା ଲୋକଙ୍କୁ ଶିକ୍ଷା ଦେବା ଆମର ଧର୍ମ

ନୂଆଦିଲ୍ଲୀ,୨୬ା୪: ପହଲଗାମ ଆକ୍ରମଣ ଘଟଣାରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି,'ଅତ୍ୟାଚାର କରୁଥିବା ଲୋକଙ୍କୁ ଶିକ୍ଷା ଦେବା ଆମର ଧର୍ମ। ୨୨ ଏପ୍ରିଲ ୨୦୨୫ରେ…

ସାରା ବିଶ୍ୱରେ ବଢୁଥିବା ଉତ୍ତେଜନା ପାଇଁ ଆମେରିକାକୁ ଦାୟୀ କଲେ କିମ୍, କହିଲେ ଧମକର ପ୍ରତି ଜବାବ ପାଇଁ ଆମେ…

ପ୍ୟୋଙ୍ଗୟାଙ୍ଗ୍,୨୬ା୪: ଉତ୍ତର କୋରିଆ ନିରନ୍ତର ତାର ସାମରିକ ଶକ୍ତି ବୃଦ୍ଧି କରୁଛି। ଦେଶ ଏବେ ଏକ ନୂତନ ନୌସେନା ବିଧ୍ୱଂସୀ ଜାହାଜ ନିର୍ମାଣ କରିଛି। ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ନୂତନ ଜାହାଜ ଲଞ୍ଚ କରିଛନ୍ତି।…

ସମୁଦ୍ରକୁ ଫେରୁଛନ୍ତି କୁନିକୁନି କଇଁଛ ଶାବକ, ମନ ମୋହୁଛି ଅପୂର୍ବ ଦୃଶ୍ୟ

କେନ୍ଦ୍ରାପଡ଼ା,୨୫ା୪: ଚଳିତବର୍ଷ ୫ ତାରିଖରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯  କଇଁଛ ଅଣ୍ଡା ଦେଇଥିଲେ। ଗହୀରମଥାର ପେଣ୍ଠ ବେଳାଭୂମି, ଅଗରନାସୀ-୨,ସାତଭାୟାରେ ସମୂହ ଅଣ୍ଡାଦାନ…

ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ କି ନୁହେଁ ଜାଣନ୍ତୁ, କ’ଣ କୁହନ୍ତି ବିଶେଷଜ୍ଞ…

ଗର୍ଭାବସ୍ଥାରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି ନୁହେଁ? ପ୍ରଥମ ଥର ପାଇଁ ପିତାମାତା ହେବାକୁ ଯାଉଥିବା ଅଧିକାଂଶ ଦମ୍ପତିଙ୍କ ମନରେ ଏହି ପ୍ରଶ୍ନ ଆସେ, ଏହି ସମୟରେ ଶାରୀରିକ ସମ୍ପର୍କ ରଖିବା ସୁରକ୍ଷିତ କି? ଏହା…

ଆତଙ୍କବାଦୀଙ୍କୁ ଧରିବା ପାଇଁ ସହଯୋଗର ହାତ ବଢ଼ାଇଲା ଆମେରିକା, କହିଲା ସମସ୍ତ ଭାରତୀୟ ସହ ଆମେ ଅଛୁ

ନୂଆଦିଲ୍ଲୀ,୨୫ା୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଆମେରିକା, ରୁଷ ଏବଂ ୟୁରୋପୀୟ ଦେଶମାନେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ ସହିତ ଠିଆ ହେବେ ବୋଲି…

ଗ୍ରୀଷ୍ମଦିନରେ ପାନରସର ଘରୋଇ ଉପଚାର: ଦୂର କରେ ଏସବୁ ସମସ୍ୟା…

ସାଧାରଣତଃ ଗ୍ରୀଷ୍ମଋତୁରେ ଶରୀରକୁ ଥଣ୍ଡା ରଖିବାକୁ ପ୍ରାୟ ସମସ୍ତେ ଚାହିଁଥାନ୍ତି । ତେଣୁ ଅନେକ ପ୍ରକାରର ପାନୀୟ ଶରୀର ପାଇଁ ବହୁ ଜରୁରୀ ହୋଇଥାଏ । ଏଥିମଧ୍ୟରୁ ଗରମଦିନରେ ପାନପତ୍ର ରସ ମଧ୍ୟ ବହୁ ଲାଭଦାୟକ । ପାନ କେବଳ…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ସନ୍ଦିଗ୍ଧ ବ୍ୟକ୍ତି ଫୋନରେ କେବଳ ପ୍ଲାନ୍ ‘A’, ପ୍ଲାନ୍ ‘B’ କହୁଥିଲେ, ଏମିତି…

ଶ୍ରୀନଗର,୨୫ା୪: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ସୁରକ୍ଷା ଏଜେନ୍ସିଗୁଡ଼ିକ ନିୟୋଜିତ ଅଛନ୍ତି। ଏହି ସମୟରେ ଖଚର ଚାଳକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା। ଏହି ଫଟୋ ସହିତ…