ଏହି ଲୋକଙ୍କୁ ଲାଗିବ ଝଟକା: ସରକାର ଦେବେନି ପିଏମ୍ କିଷାନର ପରବର୍ତ୍ତୀ କିସ୍ତି, ତୁରନ୍ତ କରନ୍ତୁ ଚେକ୍, ଅଛି କି ଆପଣଙ୍କ ନାଁ…
ନୂଆଦିଲ୍ଲୀ,୧୦ା୫: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା ଚଳାନ୍ତି। ଦେଶର ବିଭିନ୍ନ ଲୋକଙ୍କୁ ସରକାରୀ ଯୋଜନାର ଲାଭ ମିଳେ। ଦେଶର ଅଧାରୁ ଅଧିକ ଲୋକ ଏବେ ବି ଚାଷ ଏବଂ ଅନ୍ୟ କିଛି ଉପରେ ନିଜର ଜୀବନ ଚଳାଉଛନ୍ତି।…