ଥାଳ ଧରି ବୁଲିବ ପାକିସ୍ତାନ, ତଥାପି ମିଳିବନି ଭିକ, କାହିଁକି ଏମିତି କହିଲେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ…
ନୂଆଦିଲ୍ଲୀ,୫ା୫: ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏସୀୟ ବିକାଶ ବ୍ୟାଙ୍କ (ADB)ର ଅଧ୍ୟକ୍ଷ ମାସାଟୋ କାଣ୍ଡାଙ୍କୁ ଭେଟି ପାକିସ୍ତାନକୁ ଦିଆଯାଉଥିବା ପାଣ୍ଠି ହ୍ରାସ କରିବାକୁ ଦାବି କରିଛନ୍ତି। ୨୨ ଏପ୍ରିଲରେ…