ଇନ୍ୱେକ୍ ଓମେନ୍ ବିଜନେସ୍ ମେଳା ସାରା ଭାରତର ମହିଳାମାନଙ୍କ ପାଇଁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପ୍ରଦାନ କରିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୦ା୪: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଦ୍ୱାରା ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଇନ୍ୱେକ୍ ଓମେନ୍ ବିଜନେସ୍ ମେଳାର (INWEC - ICC National Women 's Entrepreneurship Council ) ୧୦୦…