ଯାହା ହୋଇଛି ଭଲ ହୋଇଛି, ମୁଁ ଏବେ ବି କୁଆଁରୀ, କାହିଁକି ଏମିତି କହିଲେ ସୁସ୍ମିତା
ମୁମ୍ବାଇ: ୪୯ ବର୍ଷୀୟା ଅଭିନେତ୍ରୀ ସୁସ୍ମିତା ସେନ୍ ବିବାହ ବିନା ମାତୃତ୍ୱର ଆନନ୍ଦ ନେଉଛନ୍ତି। ଅଭିନେତ୍ରୀ ଜଣକ ଦୀର୍ଘବର୍ଷ ପୂର୍ବରୁ ଦୁଇ ଝିଅଙ୍କୁ ପୋଷ୍ୟ ଗ୍ରହଣ କରିଥିଲେ। ଯାହାଙ୍କ ସହିତ ସେ ମଜା କରୁଥିବାର…