୧୧ ରାଜ୍ୟରେ ଏକୀକରଣ ହେବ ୧୫ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ଏହି ଦିନରୁ ହେବ କାର୍ଯ୍ୟକାରୀ
ନୂଆଦିଲ୍ଲୀ,୮ା୪: ଆସନ୍ତା ମାସରୁ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି। ବ୍ୟାଙ୍କ ସଂଖ୍ୟା ହ୍ରାସ ପାଇବାକୁ ଯାଉଛି। ୧୫ଟି ବ୍ୟାଙ୍କ ମିଶ୍ରଣ ହେବାକୁ ଯାଉଛି। ୧୧ଟି ରାଜ୍ୟର ୧୫ଟି ବ୍ୟାଙ୍କ ମିଶ୍ରଣ କରାଯିବ।…