ଶରୀରରେ ଜଳୀୟ ଅଂଶ ଅଭାବ ଦୂର କରିବା ସହ ଶକ୍ତି ଯୋଗାଇଥାଏ ଏସବୁ ଫଳ

ଗରମ ବଢ଼ିବା ଆରମ୍ଭ ହୋଇଗଲାଣି। ସୂର୍ଯ୍ୟଙ୍କ ଉତ୍ତାପ ପରିସ୍ଥିତିକୁ ଆହୁରି ଖରାପ କରିଦେଉଛି। ଏହି ଋତୁରେ ନିଜକୁ ଫିଟ୍‌ ରଖିବା ଏକ ଚ୍ୟାଲେଞ୍ଜଠାରୁ କମ୍‌ ନୁହେଁ। ତାପମାତ୍ରାରେ ନିରନ୍ତର ବୃଦ୍ଧି ଯୋଗୁ, ଶରୀରରେ ଜଳର…

ଏସବୁ ରାଜ୍ୟରେ ରେକର୍ଡ ଭାଙ୍ଗିବ ତାପମାତ୍ରା, ସତର୍କ କରାଇଲା IMD

ନୂଆଦିଲ୍ଲୀ,୬ା୪:  ଉତ୍ତର ଭାରତରେ ଉତ୍ତାପ ବଢ଼ିବାରେ ଲାଗିଛି । ଏପ୍ରିଲ୍ ଆରମ୍ଭରେ ଦେଶର ଅନେକ ସହରରେ ଦେଶର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି । ୪୨ରୁ ଅଧିକ ଡିଗ୍ରୀ ସେଲସିୟସ୍ ପାଞ୍ଚଟି ରାଜ୍ୟରେ…

ସମସ୍ତେ ସମାନ ଇନ୍ଦ୍ରଧନୁ କାହିଁକି ଦେଖିପାରନ୍ତି ନାହିଁ, କାରଣ ଜାଣିଲେ ଉଡ଼ିଯିବ ହୋସ୍

ବର୍ଷା ଛାଡ଼ିଯିବା ପରେ ଆକାଶ ପରିଷ୍କାର ଦିଶିଥାଏ । ଏହି ସମୟରେ ଆକାଶରେ ସୁନ୍ଦର ଇନ୍ଦ୍ରଧନୁ ଦେଖାଯାଇଥାଏ । ମାତ୍ର ଜାଣନ୍ତି ଏହି ଗୋଟିଏ ଇନ୍ଦ୍ରଧନୁ ସମସ୍ତଙ୍କୁ ଅଲଗା ଅଲଗା ଦେଖାଯାଏ । ଏହା ପଛରେ ଏକ ବଡ଼ ବୈଜ୍ଞାନିକ…

ଟୋଲ୍ ପ୍ଲାଜାରୁ କେତେ ଦୂରତାରେ ରହିଲେ ଦେବାକୁ ପଡ଼ି ନ ଥାଏ ଟୋଲ୍ ଫି’, ଜାଣନ୍ତୁ…

ଭାରତର ରାସ୍ତାରେ ଦୈନିକ  ଏକ କୋଟି ଯାନ ଚଳାଚଳ କରିଥାଏ । ଅନେକ ଯାନ ରାଜ୍ୟ ରାଜପଥକୁ ଯାଆନ୍ତି। ଏହି ସମୟ ମଧ୍ୟରେ, ରାସ୍ତାରେ ଅନେକ ଟୋଲ୍ ପ୍ଲାଜା ଦେଇ ଯିବାକୁ ପଡ଼ିଥାଏ । ଏହି ଟୋଲ୍ ପ୍ଲାଜାରେ ପାସ୍ କରୁଥିବା…

ଜାଣନ୍ତି କି ଫଳ ଉପରେ କାହିଁକି ରହିଥାଏ ଷ୍ଟିକର, ଏହା କ’ଣ ସୂଚାଏ…

ଆମେ ସମସ୍ତେ ଜାଣୁ ଯେ, ଫଳ ଶରୀର ପାଇଁ ବହୁ ଉପକାରୀ। ତେଣୁ ସମସ୍ତେ ନିଜ ଖାଦ୍ୟ ତାଲିକାରେ ଫଳକୁ ଯେମିତି ବି ହେଉ ସାମିଲ କରିବାକୁ ଚେଷ୍ଟା କରିଥାନ୍ତି। ହେଲେ ଫଳ କିଣିବାବେଳେ ଯଦି ଭଲ ଫଳ ବାଛି ନ ଆଣିବା ତେବେ…

ଟଙ୍କାଟିଏ ବି ଖର୍ଚ୍ଚ ନ ତୁରନ୍ତ କମାନ୍ତୁ ଡାଇବେଟିସ୍, ସକାଳୁ ଖାଆନ୍ତୁ ଏସବୁ ପତ୍ର…

ଆଧୁନିକ ସମୟରେ, ଲୋକମାନେ ଡାଇବେଟିସ୍ ଯୋଗୁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାଇବେଟିସ୍ ଏକ ସମସ୍ୟା, ଯେଉଁଥିରେ ବ୍ଲଡରେ ସୁଗାର ପରିମାଣ ବହୁତ ବଢ଼ିବାକୁ ଲାଗେ । ଡାଇବେଟିସ୍ ନିୟନ୍ତ୍ରଣ ପାଇଁ କେବଳ ଔଷଧ ନୁହେଁ…

ଏହି କାରଣ ପାଇଁ ୭ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର,୫ା୪: ଆସନ୍ତା ୭ ତାରିଖ ସୋମବାରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ୍-୫…

ଏବେ ଆଉ ଜାତକ ନୁହଁ କି ଚରିତ୍ର ନୁହଁ, ପୁଅଙ୍କଠାରେ ଏସବୁ ଗୁଣ ଥିଲେ ବିବାହ ପାଇଁ ପସନ୍ଦ କରୁଛନ୍ତି ଝିଅ

ପରିବାର ଲୋକେ ସବୁବେଳେ ଝିଅର ବିବାହ ପାଇଁ ଏକ ଭଲ ବରପାତ୍ର ଖୋଜିଥାନ୍ତି । ବାପାମାଆ ଭାଇଙ୍କ ପରି ଦାୟିତ୍ୱବାନ ସମ୍ପର୍କୀୟମାନେ ଝିଅକୁ ବିବାହ କରିବା ପାଇଁ ଏକ ଭଲ ବରପାତ୍ର  ଯେମିତିକି ଭଲ ଘର,ଜାତି, ଜାତକ ଉତ୍ତମ…

ଶକ୍ତି ବୃଦ୍ଧି କଲା ନୌସେନା, ଜଳପଥରେ ଆଉ ଧମକାଇ ପାରିବେନି ଶତ୍ରୁଦେଶ: ରାଜନାଥ ସିଂହ

ନୂଆଦିଲ୍ଲୀ,୫ା୪: ଶନିବାର ନୌସେନା ଶକ୍ତି ବୃଦ୍ଧି କରିଛି ଭାରତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର କର୍ଣ୍ଣାଟକର କରୱାର ନୌସେନା ଘାଟିରୁ ଭାରତ ମହାସାଗର ଜାହାଜ 'ସାଗର'କୁ ପତାକା ଦେଖାଇ ଶୁଭାରମ୍ଭ…

ଶ୍ରୀଲଙ୍କାରେ ଭାରତ ଖେଳିଲା ବଡ଼ ବାଜି, ଚୀନର ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ/କଲମ୍ବୋ,୫ା୪:  ଭାରତ ଏବଂ ଶ୍ରୀଲଙ୍କା ଶନିବାର  ଏକ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…