ଭାରତ ବିରୁଦ୍ଧରେ ସମର୍ଥନ ପାଇଁ ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନଙ୍କୁ ‘ପ୍ରିୟ ଭାଇ’ କହି ଧନ୍ୟବାଦ ଜଣାଇଲେ ଶେହବାଜ ସରିଫ
ଇସ୍ତାନବୁଲ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ତୁର୍କୀର ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନଙ୍କୁ 'ପ୍ରିୟ ଭାଇ' କହି ଭାରତ ବିରୁଦ୍ଧରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି।…