ପାକିସ୍ତାନ ନେଲା ବଡ଼ ଦକ୍ଷେପ: ମହିଳା ବିଶ୍ୱକପ ୨୦୨୫ ପାଇଁ ଭାରତ ଯାତ୍ରା କରିବାକୁ କଲା ମନା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମହସିନ ନାକଭି ଶନିବାର ଘୋଷଣା କରିଛନ୍ତି ଯେ ସେମାନଙ୍କ ମହିଳା ଦଳ ଚଳିତ ବର୍ଷ ଶେଷରେ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଭାରତ ଯାତ୍ରା କରିବେ ନାହିଁ ଏବଂ…