ଟ୍ରମ୍ପଙ୍କ ଟିକସ ଘୋଷଣା ପରେ କୋଟିପତିମାନେ ହରାଇଲେ ୨୦୮ ବିଲିୟନ ଡଲାର, ସବୁଠାରୁ ବଡ଼ କ୍ଷତି ସହିଛନ୍ତି…
ନୂଆଦିଲ୍ଲୀ: ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ବିଶ୍ୱର ପ୍ରମୁଖ କୋଟିପତିମାନେ ସେମାନଙ୍କ ସମ୍ପତ୍ତିର ସବୁଠାରୁ ବଡ଼ ହ୍ରାସ ଦେଖିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ପରିକ ଶୁଳ୍କ ଘୋଷଣା କରିବା ପରେ…