Budget 2025: KYC ପ୍ରକ୍ରିୟାକୁ ସରଳ କରିବା ପାଇଁ ବଜେଟରେ ବଡ଼ ଘୋଷଣା, ଆଉ ବାରମ୍ବାର କରିବାକୁ ପଡ଼ିବନି
ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ଅନେକ ବଡ଼ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିବା ସମୟରେ ଘୋଷଣା କରିଛନ୍ତି ଯେ…