ରାସନ କାର୍ଡ ତାଲିକାରୁ ବାଦ ପଡ଼ିଥିବା ଲୋକମାନଙ୍କୁ ମିଳିପାରେ ଆଶ୍ୱସ୍ତି, ଶନିବାରରୁ ଆବେଦନ ଆରମ୍ଭ
ଭୁବନେଶ୍ୱର: ଶନିବାରଠାରୁ, ରାସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ଆବେଦନକାରୀଙ୍କ ପାଇଁ ଏକ ନୂତନ ଅନଲାଇନ୍ ପୋର୍ଟାଲ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଶୁକ୍ରବାର ସମ୍ବଲପୁର ଗସ୍ତ ସମୟରେ ଖାଦ୍ୟ ଯୋଗାଣ ଏବଂ…