ଦିନିକିଆରେ ସର୍ବଶ୍ରେଷ୍ଠ ବିରାଟ କୋହଲି: ୮୦୦୦, ୯୦୦୦, ୧୦୦୦୦, ୧୧୦୦୦, ୧୨୦୦୦, ୧୩୦୦୦ ଏବଂ ୧୪୦୦୦ ରନ୍ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ୍
ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ରେ ସେ ୧୪,୦୦୦ ରନ୍ ମାର୍କ ହାସଲ କରିଥିବା ବେଳେ ବିରାଟ କୋହଲି ନୂଆ ରେକର୍ଡ ନିଜ ନାଁରେ ସାମିଲ କରିଛନ୍ତି। କେବଳ ଏତିକି ନୁହେଁ ସେ ଦିନିକିଆରେ…