‘ମୁଁ ଛୁଆ ଜନ୍ମ କରିବାକୁ ଚାହୁଁଛି, ମୋ’ ସ୍ୱାମୀଙ୍କୁ ମୁକ୍ତ କରନ୍ତୁ’: ଅଦାଲତରେ ମହିଳାଙ୍କର ଅଜବ ଆବେଦନ
ଭୋପାଳ: ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଅଜବ ପ୍ରକାର ଆବେଦନ ଆସିଥିବା ଦେଖିବାକୁ ମିଳିଛି। ଖଣ୍ଡୱା ସହରର ଜଣେ ମହିଳା ତାଙ୍କ ମୌଳିକ ଅଧିକାର ଅଧୀନରେ ସନ୍ତାନ ପ୍ରସବ କରିବାକୁ ଆବେଦନ କରିଛନ୍ତି। ତେବେ ଏଥିପାଇଁ…