ରଶ୍ମିକାଙ୍କ ଡିପଫେକ୍ ଭିଡିଓ ପ୍ରସ୍ତୁତ କରିଥିବା ଅଭିଯୁକ୍ତକୁ ଗିରଫ କଲା ପୁଲିସ
ମୁମ୍ବାଇ: ରଶ୍ମିକା ମନ୍ଦାନା ଜଣେ ଅଭିନେତ୍ରୀ ଯିଏ କେବଳ ଦକ୍ଷିଣରେ ନୁହେଁ ବରଂ ବଲିଉଡରେ ମଧ୍ୟ ଖୁବ ନାଁ କମାଇଛନ୍ତି। ମାତ୍ର ଅଳ୍ପ ଦିନ କ୍ୟାରିଅରରେ ରଶ୍ମିକା ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ…