Breaking News ଫ୍ରୀ କୋଭିଡ୍ ୧୯ ହେଲ୍ପ ଲଞ୍ଚ କଲେ ସୋନୁ Odisha Bhaskar Bureau Apr 28, 2021 ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ପ୍ରଥମେ ଆରମ୍ଭ ହେବା ସମୟରେ ଯେତେବେଳେ ଲୋକେ ନିଜ ନିଜ ଘରକୁ ଫେରିପାରୁ ନଥିଲେ । ସେତେବେଳେ ଅଭିନେତା ସୋନୁ ସୁଦ ଲୋକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଠାରୁ…
Breaking News ଗୋଟିଏ ସପ୍ତାହ ପାଇଁ ବଢ଼ିବ ଲକଡାଉନ ଅବଧି Odisha Bhaskar Bureau Apr 28, 2021 ଢାକା, ୨୮ା୪: ବାଂଲାଦେଶରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏହି ସମୟରେ ଦୋକାନ ଓ…
Breaking News ସ୍ଥଗିତ ହେଲା ଏମବିବିଏସ୍ ପରୀକ୍ଷା Odisha Bhaskar Bureau Apr 28, 2021 ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏମବିବିଏସ୍ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ଆସନ୍ତା ୩୦ ତାରିଖରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧୀନରେ ଦ୍ୱିତୀୟ ଏମବିବିଏସ୍…
Breaking News ଦେଶରେ ୨ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି ୩୨୯୩ ମୃତ, ୩.୬ ଲକ୍ଷ ପଜିଟିଭ୍ Odisha Bhaskar Bureau Apr 28, 2021 ନୂଆଦିଲ୍ଲୀ, ୨୮ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୧ ହଜାର ୧୮୭କୁ ବୃଦ୍ଧି…
Breaking News ଆଜି ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ: ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜୀକରଣ Odisha Bhaskar Bureau Apr 28, 2021 ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୪ଟାରୁ ଟିକାକରଣ ପଞ୍ଜୀକରଣ ଆରମ୍ଭ ହେବ । ଆସନ୍ତା ମେ ମାସ ୧ ତାରିଖରୁ ୧୮ରୁ ୪୪ ବର୍ଷୀୟଙ୍କ ଟିକାକରଣ ଆରମ୍ଭ ହେବ । ଟିକା ଉପଲବ୍ଧ ହେବା ପରେ ରାଜ୍ୟ ସରକାରଙ୍କ…
Breaking News ଆଜି ପୁଣି କରୋନାରେ ୧୦ ଜଣଙ୍କ ଜୀବନ ଗଲା Odisha Bhaskar Bureau Apr 28, 2021 ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ ଦୈନିକ କରୋନାର ସଂକ୍ରମଣର ହାର ବଢ଼ିବାରେ ଲାଗିଛି । କରୋନାର ଭୟଙ୍କର ତାଣ୍ଡବ ଆଗରେ ସତେ ଯେମିତିତ ସମସ୍ତ କଟକଣା ଫେଲ୍ ମାରିଛି । ଆଜି ରାଜ୍ୟରେ କରୋନାରେ ୧୦ ଜଣଙ୍କର…
Breaking News ରାଜ୍ୟରେ ସପ୍ତାହାନ୍ତ ଲକଡାଉନ୍ ଜାରି ରହିବ: ଏଣିକି ନାଇଟ୍ କର୍ଫ୍ୟୁ ସନ୍ଧ୍ୟା ୬ଟାରୁ Odisha Bhaskar Bureau Apr 28, 2021 ଚଣ୍ଡୀଗଡ଼, ୨୮ା୪: ଦେଶରେ କରୋନାର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ପଞ୍ଜାବ ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁର ଅବଧିକୁ ବୃଦ୍ଧି କରିଛନ୍ତି । ସୋମବାର ଠାରୁ ଶୁକ୍ରବାର ସହରାଞ୍ଚଳରେ…
Breaking News ଆସାମରେ ବଡ଼ଧରଣର ଭୂମିକମ୍ପ Odisha Bhaskar Bureau Apr 28, 2021 ଦିସପୁର, ୨୮ା୪: ଦେଶରେ କରୋନାର କରାଳ ଛାୟା ମାଡ଼ିଚାଲିଥିବା ବେଳେ ଆଉ ଏକ ବିପଦର ସମ୍ମୁଖୀନ ହୋଇଛନ୍ତି ସାଧାରଣ ଜନତା । ଆସାମରେ ଏକ ବଡ଼ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ଆସାମର ସୋନିତପୁରରେ ଏହି ଭୂମିକମ୍ପ ଅନୁଭୂତ…
Breaking News କରୋନା ପଜିଟିଭ୍ ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ୧୩ ଶହ କିମି ଯାତ୍ରା କଲେ ଯୁବକ Odisha Bhaskar Bureau Apr 28, 2021 ନୂଆଦିଲ୍ଲୀ, ୨୮ା୪: ଦେଶରେ କରୋନାର ଲହର ସାଧାରଣଙ୍କ ଜନତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ନିଜର ସାଙ୍ଗଙ୍କୁ ଅକ୍ସିଜେନ ଦେବା ପାଇଁ ଜଣେ ଯୁବକଙ୍କୁ ୧୩୦୦ କିମି ଯାତ୍ରା କରିବାକୁ ପଡ଼ିଛି । ଦେବେନ୍ଦ୍ର କୁମାର ଶର୍ମା…
Breaking News ଓଡିଶାରେ ଘାଇଲା କରୁଛି କରୋନା: ଦିନକରେ ୮ ହଜାରରୁ ଅଧିକ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau Apr 28, 2021 ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଗତ…