ରାଜ୍ୟର ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର):ଆଜି ରାଜ୍ୟର ୧୭ ଜିଲ୍ଲାରେ ବଜ୍ରପାତ ସମ୍ଭାବନା ରହିଛି ।ଏ ନେଇ ଜିଲ୍ଲାପାଳମାନଙ୍କୁ ଏସଆରସି ଚିଠି ଲେଖିଛନ୍ତି । ପାଣିପାଗ ବିଭାଗର ସୂଚନା ମୁତାବକ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ,…

ସୁକ୍‌ମା ଏନକାଉଣ୍ଟର; ୨୨ ଯବାନ ଶହୀଦ

ମାଲକାନଗିରି/ସୁକ୍‌ମା, 4/4 : ଛତିଶଗଡ଼ର ସୁକମା-ବିଜାପୁର ସୀମାନ୍ତବର୍ତ୍ତୀ ଜଙ୍ଗଲରେ ଶନିବାର ଘଟିଥିବା ଏନକାଉଣ୍ଟରରେ ୨୨ ଯବାନ ଶହୀଦ ହୋଇଛନ୍ତି। ବିଜାପୁର ଏସପି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି…

ଚିହ୍ନଟ ହେଲେ ୭ ନୂଆ ପଜିଟିଭ୍: ଖୁବଶୀଘ୍ର ସିଲ୍ ହେବ ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ, ଜାଣନ୍ତୁ କେବେ

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଭୁବନେଶ୍ୱରର ଏସବିଆଇ ମୁଖ୍ୟ କାର୍ଯ୍ୟାଳୟ ସିଲ୍ ହେବ । ୭ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର…

ଓଡ଼ିଶାରେ ଲାଗୁ ହେବ ଦିନବେଳା କର୍ଫ୍ୟୁ! ଜାଣନ୍ତୁ ଏନେଇ କ’ଣ କହିଲେ ବାଚସ୍ପତି

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଦିନବେଳା କର୍ଫ୍ୟୁ । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହି ନିଷ୍ପତ୍ତି ଦିଆଯାଇଛି । ଆଗାମୀ ୪/୫ ଦିନ ମଧ୍ୟରେ…