(Video)କୁକୁଡ଼ାର ଗୁପ୍ତାଙ୍ଗରେ ବାଣ ଭର୍ତ୍ତି କରି ଫୁଟାଇଲେ ଅମାନୁଷିକ ଯୁବକ; ଦେଖନ୍ତୁ ସେହି ଛାତିଥରା ଦୃଶ୍ୟ

ଓଡିଶା ଭାସ୍କର; ନିକଟରେ ଦୀପାବଳୀକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି ସାରା ଦେଶବାସୀ । ପ୍ରଦ୍ୟୁଷଣକୁ ଏଡ଼ାଇବା ପାଇଁ ଚଳିତ ଥର କୌଣସି ସ୍ଥାନରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ମାନ୍ୟବର ସୁପ୍ରିମକୋର୍ଟ ।…

BREAKING NEWS: ପୁରୁଣା ଛାତ ଭାଙ୍ଗିଲା ବେଳେ ଚାପି ହୋଇ ୩ ଶ୍ରମିକ ଗୁରୁତର

ଓଡିଶା ଭାସ୍କର; ପୁରୁଣା ଛାତ ଭାଙ୍ଗିଲା ବେଳେ ଚାପି ହୋଇ ୩ ଶ୍ରମିକ ଗୁରୁତର । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ତେବେ ଗୁରୁତର ଥିବା ସମସ୍ତ ଶ୍ରମିକଙ୍କୁ ଚିକିତ୍ସା ପାଇଁ ନୟାଗଡ…

ବିଶ୍ୱକପ ଫାଇନାଲ ମ୍ୟାଚରେ ଭାରତର ପରାଜୟ ସହି ନପାରି ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ!

ଓଡିଶା ଭାସ୍କର; ଗତକାଲି ୨୦୨୩ ବିଶ୍ୱକପ ଫାଇନାଲ ମ୍ୟାଚରେ ପରାଜୟ ସାମ୍ନା କରିଛି ଭାରତୀୟ କ୍ରିକେଟ ଦଳ । ଅଷ୍ଟ୍ରେଲିଆ ଠାରୁ ଭାରତର ହାରିଯିବା ପରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉପସ୍ଥିତ ଲକ୍ଷାଧିକ…

ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ MOU ଚୁକ୍ତି ସ୍ଵାକ୍ଷରିତ

ଓଡିଶା ଭାସ୍କର; ଓଡିଶା ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖୁସି ଖବର । ଭୁବନେଶ୍ୱରରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଲିଃ ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଭର୍ଚୁଆଲ…

ସଂସ୍କାରକୁ ନେଇ ଉଠିଲା ପ୍ରଶ୍ନ; କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ସମାଲୋଚନା କଲେ ୟୁଜର୍ସ

ଓଡିଶା ଭାସ୍କର; କ୍ରିକେଟ ଏକ ଅନିଶ୍ଚିନ୍ତ ଖେଳ, କେତେବେଳେ କଣ ହେବ କିଛି କହି ହେବ ନାହିଁ । ସେହିପରି ଖେଳ ଅଛି ମାନେ ହାରଜିତ୍ ବି ଲାଗି ରହିବ । ଖେଳରେ ସବୁବେଳେ ଜଣେ ହାରିଥାଏ ଓ ଅନ୍ୟ ଜଣେ ଜିତି ଯାଇଥାଏ । ଏଥିରେ…

ବିଧାନସଭା ଘେରାଉ କରିବ ରାଜ୍ୟ ଘରୋଇ ବସ୍ ମାଲିକ ସଙ୍ଘ

ଭୁବନେଶ୍ୱର; ବିଧାନସଭା ଘେରିବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ ତାରିଖରୁ ଘେରାଉ କରିବା ନେଇ ସୂଚନା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ସରକାରଙ୍କ “ଲକ୍ଷ୍ମୀ” ଓ "ମୋ ବସ" ଯୋଜନାକୁ ବିରୋଧ କରି ବିଧାନସଭା…

ଭୁଲରେ ବି ତେଲିଆ ଚର୍ମରେ ଲଗାନ୍ତୁ ନାହିଁ ଏହି ସବୁ ଜିନିଷ: ନଚେତ ହୋଇପାରେ ଏପରି ଅସୁବିଧା

ତେଲିଆ ତ୍ୱଚା ଯୁକ୍ତ ବ୍ୟକ୍ତିମାନଙ୍କୁ ନିଜ ଚେହେରାର ବିଶେଷ ଯତ୍ନ ନେବାକୁ ପଡିଥାଏ । ନଚେତ ଏହା ଚେହେରାର ସୌନ୍ଦର୍ୟ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଆମେ ଅଜଣାତରେ ପ୍ରାୟତଃ ତେଲିଆ ଚର୍ମରେ ଏହିପରି ସୌନ୍ଦର୍ୟ୍ୟ…

ବିଶ୍ୱକପକୁ ସମ୍ମାନ ଦେଲେ ନାହିଁ କଙ୍ଗାରୁ ଦଳ: ଟ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇଲେ ମାର୍ଶ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବିଶ୍ୱକପ୍‌ର ଅନ୍ତିମ ମ୍ୟାଚ୍ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଏକ ସହଜ ବିଜୟ…

ବାରିପଦାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସ୍ୱାଗତ କଲେ ରାଜ୍ୟପାଳ

ଭୁବନେଶ୍ୱର: ବାରିପଦାରେ ଆସି ପହଞ୍ଚି ଯାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଏବେ କିଛି ସମୟ ତଳେ ଆସି ବାରିପଦାରେ ପହଞ୍ଚିଛନ୍ତି । ବାୟୁସେନାର…

୩୦୦ ଟଙ୍କାର ଲିପଷ୍ଟିକ କିଣି ଠକାମିର ଶିକାର ହେଲେ ମହିଳା: ଲୁଟିନେଲେ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଅନଲାଇନ୍ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଠକମାନେ ଜାଲିଆତି କରିବା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରୁଛନ୍ତି । ତେବେ ଏହା ମଧ୍ୟରେ ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏହିପରି…