ଶରୀରରେ ଶକ୍ତିବୃଦ୍ଧି ସହ ଯୌବନ ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏହି ଫଳ, ଜାଣନ୍ତୁ
ଆଜିର ସମୟରେ ବିଜ୍ଞାନ ଯେତେ ଅଗ୍ରଗତି କରିଥିଲେ ମଧ୍ୟ ଲୋକମାନେ ବେଶୀ ରୋଗରେ ଆକ୍ରାନ୍ତ ହେଉଛି । ଦିନକୁ ଦିନ ସମସ୍ତଙ୍କର ଆୟୁଷ ହ୍ରାସ ପାଉଥିବା ଦେଖାଯାଉଛି । ମାତ୍ର ପୁରାତନ କାଳରେ ଲୋକମାନେ ୧୦୦ ବର୍ଷ ପର୍ଯ୍ୟନ୍ତ…