CHARIDHAM

ଡ୍ରାଏ ରନ୍ ପାଇଁ ଓଡିଶା ପ୍ରସ୍ତୁତ

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ନେଇ ଚିନ୍ତା ବଢିଥିବା ବେଳେ ଡଆଏ ରନ୍ ପାଇଁ ପ୍ରସ୍ତୁତ ହୋଇଛି ଓଡିଶା । ରାଜ୍ୟର ୩ ଲକ୍ଷ ୭୦ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଗ୍ୟାକ୍ସିନ ଦିଆଯିବ । କାଲିଠାରୁ…

ଦାୟିତ୍ୱ ନେଲେ ଉନ୍ନୟନ କମିଶନର

ଭୁବନେଶ୍ୱର,୧ ।୧(ଓଡିଶା ଭାସ୍କର): କରୋନା କଟକଣା ମାନି ଆଜି ଲୋକମାନେ ଘରେ ରହି ନୂଆବର୍ଷ ପାଳନ କରୁଛନ୍ତି । ଏହାରି ମଧ୍ୟରେ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା । ନୂଆବର୍ଷରେ ହିଁ ପ୍ରଦୀପ…

ନୂଆବର୍ଷରେ ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧ା୧ (ଓଡିଶା ଭାସ୍କର): ନୂଆବର୍ଷରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।…

ଜଷ୍ଟିସ ଏସ.ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

କଟକ, ୧ା୧ (ଓଡିଶା ଭାସ୍କର): ଜଷ୍ଟିସ ଏସ.ମୁରଲୀଧର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁରଲୀଧରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଏନେଇ କେନ୍ଦ୍ର ଆଇନ…

ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନବବର୍ଷର ଶୁଭେଚ୍ଛା

ନୂଆଦିଲ୍ଲୀ, ୧ା୧: ଆଜିଠାରୁ ନବବର୍ଷ-୨୦୨୧ । ପୁରୁଣା ବର୍ଷ ୨୦୨୦କୁ ବିଦାୟ ଦେଇ ଆମେ ଆଜି ଏକ ନୂତନ ବର୍ଷରେ ପାଦ ଦେଇଛେ । ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ…

ରାଶିଫଳ(ଶୁକ୍ରବାର,୦୧,ଜାନୁଆରୀ,୨୦୨୧)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

୨ ଯୁବତୀଙ୍କୁ ପରସ୍ପର ପ୍ରତି ହେଲା ପ୍ରେମ, ମନ୍ଦିରରେ ରଚିଲେ ବିବାହ

ଅଯୋଧ୍ୟା: ପ୍ରେମରେ କହିଲେ ସବୁକିଛି ସମ୍ଭବ ହୋଇଥାଏ । ଅଯୋଧ୍ୟାରେ ଏକ ଏପରି ମାମଲା ସାମନାକୁ ଆସିଛି ଯେଉଁଠାରେ ୨ଜଣ ଯୁବତୀ ପରସ୍ପର ସହ ବିବାହ କରିଛନ୍ତି । ତେବେ କାନପୁରରେ ରହୁଥିବା ଯୁବତୀ ନିଜ ମାଉସୀ ଘର ଅଯୋଧ୍ୟାର…

ମେ ୪ରୁ ସିବିଏସଇ ଦଶମ, ଦ୍ୱାଦଶ ପରୀକ୍ଷା: ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧୨: ଛାତ୍ରୀଛାତ୍ରୀଙ୍କ ପାଇଁ ଏକ ଖୁସିର ଖବର । ସିବିଏସଇ ବୋର୍ଡ ପରୀକ୍ଷା ୨୦୨୧ର ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ତେବେ ପରୀକ୍ଷା ସମୟରେ ସମସ୍ତ କରୋନା…