CHARIDHAM

ନୂଆବର୍ଷ ପାଇଁ ଦିଲ୍ଲୀରେ ଜାରିହେଲା ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ, ୩୧ା୧୨: ନୂଆବର୍ଷ ୨୦୨୧କୁ ନେଇ ସମସ୍ତେ ତତ୍ପର ହୋଇଉଠିଥିବା ବେଳେ ଦିଲ୍ଲୀରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମଏ)…

ଦେଶରେ ଦିନକରେ ୨୯୯ ମୃତ, ୨୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮କୁ ବୃଦ୍ଧି ପାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬…

ଭିଜିଲାନ୍ସ ଜାଲରେ ଦୁଇଜଣ ବାବୁ

ବଲାଙ୍ଗିର, ୩୧ା୧୨ (ଓଡିଶା ଭାସ୍କର): ବଲାଙ୍ଗିର ଜିଲ୍ଲାରେ ଭିଜିଲାନ୍ସ ପୁଣି ରେଡ କରିଛି । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଲା ବ୍ଲକ ଭାରପ୍ରାପ୍ତ ଜିପିଓଙ୍କ ଘରେ ଚଢ଼ାଉ କରାଯାଇଛି । ଜିପିଓଙ୍କ ନାମ ବିହାରୀ…

ରାଶିଫଳ (ଗୁରୁବାର, ୩୧ ଡିସେମ୍ବର ୨୦୨୦)

ମେଷ- ଆଜି ଆପଣଙ୍କ ସାମାଜିକ ଜୀବନ ବହୁତ ଖୁସି ପୁର୍ଣ୍ଣ ରହିବ । ଆପଣ ଆପଣଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମଜ୍ଜା କରିବେ ଓ ତାହା ସହିତ ଆପଣଙ୍କ କାମରେ ମଧ୍ୟ ମିଳିତ ସଫଳତାର ମଜ୍ଜା ନେବେ । ବୃଷ- ଆଜି ଆପଣଙ୍କ ମନ କୌଣସି…

ଜାରି ହେଲା ରାଜ୍ୟ ସରକାରଙ୍କ ଜାନୁଆରି ଗାଇଡଲାଇନ୍ସ, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ଭୁବନେଶ୍ୱର ୩୦ ।୧୨(ଓଡିଶା ଭାସ୍କର):କରୋନା ଭାଇରସ ର ପ୍ରକୋପ ମଧ୍ୟରେ ରାଜ୍ୟ ସରକାର ଏବେ ଜାନୁଆରି ମାସ ପାଇଁ ଗାଇଡଲାଇନ୍ସ ଜାରି କରିଛନ୍ତି। ଏହି ଗାଇଡଲାଇନ୍ସ ଅନୁସାରେ ୫୦ ପ୍ରତିଶତ ସିଟ୍‌କୁ ନେଇ ନୂଆବର୍ଷରୁ…

ଏଣିକି ଘରେ ବସି ଜାଣିପାରିବେ PF ଆକାଉଣ୍ଟକୁ କେତେ ଟଙ୍କା ଆସୁଛି, ଜାଣନ୍ତୁ ପ୍ରୋସେସ୍

ପ୍ରୋଭିଡେଣ୍ଟ ପାଣ୍ଠି ବା ପିଏଫରେ କେତେ ଟଙ୍କା ଜମା ହୋଇଛି, ତାହା ଚାଣିବା ପାଇଁ ଆପଣଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଗୋଟିଏ ମେସେଜ ମାଧ୍ୟମରେ ଅତି ସହଜରେ ଆପଣ ଏହି ସୂଚନା ପାଇପାରିବେ । ଇପିଏଫଓ ଦ୍ୱାରା…

ବଢିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ,୩୦ ।୧୨: ଆୟକର ରିଟର୍ଣ୍ଣ ଦାଖଲର ଅବଧି ବଢାଇଛନ୍ତି କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏଁ ଥିବା ସାଧାରଣ ଟିକସଦାତାଙ୍କ ଅବଧି ବୃଦ୍ଧି ହୋଇଛି । ସାଧାରଣ ଟିକସଦାତାଙ୍କ ଆୟକର ରିଟର୍ଣ୍ଣ ଅବଧି ଜାନୁଆରି ୧୦କୁ…