କାଲି କିଏ ଜିତିବ ବିଶ୍ୱକପ୍ ଫାଇନାଲ ମ୍ୟାଚ? ଜାଣନ୍ତୁ, ଏନେଇ କ’ଣ କହୁଛି ଜ୍ୟୋତିଷଙ୍କ ଭବିଷ୍ୟବାଣୀ…
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଐତିହାସିକ ବିଶ୍ୱକପ ଫାଇନାଲ ମ୍ୟାଚ । ଫାଇନାଲ୍ ଟ୍ରଫି ହାତେଇବା ପାଇଁ ଉଭୟ ଦଳ ଏକଦମ ଫର୍ମରେ ଅଛନ୍ତି । ଏଥର ଭାରତ ହିଁ ଟ୍ରଫି ହାତେଇବ ବୋଲି ସବୁଠି…