ସନ୍ଧ୍ୟା ୬ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦ ।୧୦: ଆଜି ସନ୍ଧ୍ୟା ୬ଟାରେ ଦେଶକୁ ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ବହୁବାର ଦେଶକୁ ସମ୍ବୋଧିତ କରିସାରିଛନ୍ତି । ଏନେଇ ପ୍ରଧାମନ୍ତ୍ରୀ ଟଟ୍ଟ୍…

ପୂଜା ପ୍ରସ୍ତୁତି: କଟକ ଜଗିବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

କଟକ, ୨୦ ।୧୦(ଓଡିଶା ଭାସ୍କର): କଟକ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୯ଟି ପୂଜା ମଣ୍ଡପକୁ ମୂର୍ତ୍ତି ଉଚ୍ଚତାରେ ହାଇକୋର୍ଟ ସବୁଜ ସଙ୍କେତ ମଧ୍ୟ ଦେଇସାରିଛନ୍ତି । ଦୁର୍ଗାପୂଜା ପାଇଁ ସୁରକ୍ଷାରେ…

୨୩ରୁ ପ୍ରଚାର ଆରମ୍ଭ କରିବେ ଧର୍ମେନ୍ଦ୍ର

ବାଲେଶ୍ୱର, ୨୦ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଏନେଇ୨୨ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ ନେତା । ଉପନିର୍ବାଚନ ନେଇ ବିଜେପି…

ଏହି ପୂଜା ମଣ୍ଡପରେ ଲାଗିଲା ‘ନୋ ଏଣ୍ଟ୍ରି ଜୋନ୍’, ଜାଣନ୍ତୁ କେଉଁଠି?

କୋଲକାତା, ୨୦ ।୧୦: କରୋନା ସଙ୍କଟ ମଧ୍ୟରେ ଦୁର୍ଗା ପୂଜା ମଣ୍ଡପକୁ ନେଇ କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଝଟକା ଦେଇଛନ୍ତି । ଦୁର୍ଗାପୂଜା ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋଲକାତା…

ପୁରୀ ସ୍ୱର୍ଗଦ୍ୱାର ହେଲା ସାନିଟାଇଜ୍

ପୁରୀ, ୨୦ ।୧୦(ଓଡିଶା ଭାସ୍କର): କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାର ସାନିଟାଇଜ୍ ହୋଇଛି । ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ । କିନ୍ତୁ କୋଭିଡରେ ମୃତ୍ୟୁ ହେଲେ ଶବଦାହ ପାଇଁ…