ରାଜ୍ୟରେ ୧୬ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୬ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୨୬୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬…

ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୨୬୭୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୨୬୭୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): କୋଇଲା ଦୁର୍ନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପ୍ରଥମ ମନ୍ତ୍ରୀ ଭାବେ କୋଇଲା ଦୁର୍ନୀତିରେ ଦିଲ୍ଲୀପ ରାୟ ଦୋଷୀ ହୋଇଛନ୍ତି । ଦୋଷୀ…

ଧରାପଡ଼ିଲେ ୨ ନକଲି ପୋଲିସ

ସୋର,୬ ।୧୦(ଓଡିଶା ଭାସ୍କର): ସୋରର ଖନ୍ତାପଡା ନିକଟରୁ ଧରାପଡିଲେ ୨ ନକଲି ପୋଲିସ । ପୋଲିସ ଡ୍ରେସରେ ଆସୁଥିବା ବେଳେ ଚେକିଂ ବେଳେ ଏହି ଦୁଇ ଜଣ ଧରାପଡ଼ିଛନ୍ତି । ଚେକିଂ ସମୟରେ ପୋଲିସକୁ ଦେଖି ଖସି ପଳାଉଥିବା ବେଳେ…

ଶ୍ରୀମନ୍ଦିର ଖୋଲିବା ଦାବିରେ ସେବାୟତଙ୍କ ଧାରଣା

ପୁରୀ ,୬ ।୧୦(ଓଡିଶା ଭାସ୍କର)::ଶ୍ରୀମନ୍ଦିର ଖୋଲିବା ଦାବିରେ ଶ୍ରୀମନ୍ଦିର ଅରୁଣସ୍ତମ୍ଭ ନିକଟରେ ଧାରଣାରେ ବସିଛନ୍ତି ସେବାୟତ । କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲାଯିବା ପାଇଁ ସେମାନେ ଦାବି କରିଛନ୍ତି । ପ୍ରତି ୨…

ଦେଶରେ କମିଲା ସଂକ୍ରମଣ ସଂଖ୍ୟା, ଜାଣନ୍ତୁ ଆଜି କେତେ ?

ନୂଆଦିଲ୍ଲୀ,୬ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କମ୍ ହେଉଛି କରୋନା ସଂକ୍ରମଣ । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୦୨ ହଜାର ୬୮୫କୁ ବୃଦ୍ଧି…

ରାଶିଫଳ (୬ ଅକ୍ଟୋବର ୨୦୨୦, ମଙ୍ଗଳବାର)

ମେଷ :- ଆଜି ଆପଣ ବହୁତ ପରିସ୍ଥିତି ସାମନାକରି ନିଜ ସାହସକୁ ବଜାୟ ରଖନ୍ତୁ । ବେଳେ ବେଳେ ଆପଣ ଅନ୍ୟମନସ୍କ କିମ୍ବା ଉତ୍ତେଜିତ ହୋଇପାରନ୍ତି । ଆଜି ଆପଣଙ୍କୁ ବୃଦ୍ଧିମତା ସହିତ କାମ କରିବାକୁ ପଡ଼ିବ । ବୃଷ :-ଆଜି…