ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି

ଗଜପତି,୧ ।୧୦(ଓଡିଶା ଭାସ୍କର): କରୋନା ଯୋଗୁଁ ଗଜପତିରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆଜି ଆସିଛି । ପାରଳାଖେମୁଣ୍ଡି ସହରର ୬୫% ଲୋକଙ୍କ ମଧ୍ୟରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଏନେଇ ଆରଏମଆରସିର ନିର୍ଦ୍ଦେଶିକା…

ବଢିଲା +୩ ନାମଲେଖା ଅବଧି

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବିଭିନ୍ନ କଲେଜରେ +୩ ନାମଲେଖାର ଅବଧି ବଢିଛି । ଫାଷ୍ଟ ସିଲେକ୍ସନ ନାମଲେଖା ତାରିଖ ୬ ତାରିଖ ଯାଏଁ ବଢିଛି । ଏହା ସହ ୭ ତାରିଖ ସନ୍ଧ୍ୟାରେ ଫାଷ୍ଟ ସିଲେକ୍ସନ ଆଡମିଶନର…

କୋର୍ଟ ଫି ସଂଶୋଧନ ବିଲ ପାରିତ

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): କୋର୍ଟ ଫି ସଂଶୋଧନ ବିଧେୟକ-୨୦୨୦ ଆଜି ପାରିତ ହୋଇଛି । ବିଧାନସଭାର ତୃତୀୟ ଦିନରେ କୋର୍ଟ ଫି ସଂଶୋଧନ ବିଲ ପାରିତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ୱରରୁ ପୁଣି ବାହାରିଲେ ୩୪୦ ପଜିଟିଭ୍ , ଜାଣନ୍ତୁ କେତେ ସୁସ୍ଥ ?

ଭୁବନେଶ୍ୱର, ୧ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କ୍ରମାଗତ ଭାବେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବି ମଧ୍ୟ ଭୁବନେଶ୍ୱରରୁ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ…

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ସୂଚୀ, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୧ ।୧୦(ଓଡିଶା ଭାସ୍କର): ଆଜି ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ସୂଚୀ । ଆକ୍ଟୋବର ୫ ତାରିଖରୁ ଛାତ୍ରଛାତ୍ରୀଙ୍କୁ ମିଳିଯିବ ଆଡମିଟକାର୍ଡ । ojee.nic.in ରେ ଛାତ୍ରଛାତ୍ରୀମାନେ ଆଡମିଟକାର୍ଡ ଡାଉନଲୋଡ…

ଗୋଟିଏ ମାଛ ପାଇ ମହିଳା ମାଲାମାଲ୍, ଦାମ୍ ଶୁଣିଲେ ହୋସ୍ ଉଡିଯିବ

ପଶ୍ଚିମବଙ୍ଗରେ ଜଣେ ବୃଦ୍ଧ କୌଣସି ବ୍ୟାଙ୍କ ଓ ଲଟରୀ ନକିଣି ବି ରାତାରାତି ଧନୀ ହୋଇଛନ୍ତି । ଯାହାର କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବୃଦ୍ଧ ମହିଳା ଜଣକ ଶନିବାର ଦିନ ଏକ ବିଶାଳକାୟ ମାଛ ଧରିଥିଲେ,…