ରାଜଧାନୀରେ ସଂକ୍ରମଣ ରୋକିବା ପାଇଁ ବଡ ପଦକ୍ଷେପ, ଜାଣନ୍ତୁ କ’ଣ

ଭୁବନେଶ୍ୱର,୨୪ ।୯(ଓଡିଶା ଭାସ୍କର): କରୋନା ସଂକ୍ରମଣ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ସମସ୍ତ ବ୍ୟବସାୟୀ ସଂଘ ସହ ଆଜି କମିଶନରେଟ ପୋଲିସର ଆଲୋଚନା ହୋଇଛି । ଆଲୋଚନା ପରେ ବଜାରରେ…

ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର, ୨୪/୯(ଓଡିଶା ଭାସ୍କର): ବ୍ରହ୍ମପୁରରେ ମନ୍ଦିର ପରିସରରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି। ବଡ଼ବଜାର ଥାନା ରାଧାକୃଷ୍ଣ ମନ୍ଦିର ପରିସରରେ  ମୃତଦେହ ପଡିଥିବା ସୂଚନା ମିଳିଛି। ମୃତଦେହ…

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା, ପୋଲିସ କମିଶନରଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରତିକ୍ରିୟା ରଖିିିଛନ୍ତି। ସେ କହିିିଛନ୍ତି ଯେ ତଦନ୍ତ ଠିକ୍‌ ବାଟରେ ଚାଲିଛି। ଏହାସହ…

ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ଶକ୍ତିମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ବିଦ୍ୟୁତ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶକ୍ତିମନ୍ତ୍ରୀ । ବିଦ୍ୟୁତ ଦର ପ୍ରସଙ୍ଗରେ ନିଷ୍ପତ୍ତି ନିଏ OERC । ଗତ ୭ବର୍ଷ ଧରି ବଢ଼ିନଥିଲା ବିଦ୍ୟୁତ ଦର । OERCର…

ଚଳିତ ବନ୍ୟାରେ ଧୋଇଗଲା ୨୮୩ କୋଟି ଟଙ୍କାର ନଦୀବନ୍ଧ

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତଥର ଏହି ବନ୍ୟାରେ  ୨୮୩ କୋଟି ଟଙ୍କାର ନଦୀବନ୍ଧ  ଧୋଇ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ ରଥ…