ଅଧିକ ଗ୍ୟାସ ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସମସ୍ୟାରେ ପଡ଼ିପାରନ୍ତି !
ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ଯାଏଁ ପେଟ ଜନିତ ସମସ୍ୟା ସମସ୍ତଙ୍କ ପାଖରେ ଦେଖାଦେଇଥାଏ । ସେଥିରୁ ଚୁଟକିରେ ଉପଶମ ପାଇବା ପାଇଁ ଆମେ ଗ୍ୟାସ ଔଷଧ ଖାଇ ଦେଇଥାଉ । ଯାହାଦ୍ୱାରା ଆମକୁ ୧୦ରୁ ୧୫ ମିନିଟ ପରେ ଆରାମ…