ଆଖି ତଳ କଳା ପଡ଼ିବା ସମସ୍ୟାରୁ ମୁକ୍ତି ଚାହୁଁଥିଲେ, ଆପଣାନ୍ତୁ ଏହି ଦେଶୀ ଉପଚାର

ଆଜିକାଲି ସମସ୍ତଙ୍କ ଆଖି ତଳ କଳା ପଡିବା ଏକ ସାଧାରଣ କଥା ହୋଇଗଲାଣି। ବିଭିନ୍ନ କାରଣରୁ ଆଖି ତଳ କଳା ପଡିଥାଏ। ବହୁ ରାତି ଯାଏ ଅନିଦ୍ରା ରହିବା ଭଳି ଏହିପରି କିଛି ନିଜ ଭୁଲ ଓ ବୟସ ଅଧିକ ହେଲେ ଆଖି ତଳ କଳା ପଡିବା ଭଳି…

ରାଶିଫଳ (ଶୁକ୍ରବାର, ୭ ଅଗଷ୍ଟ ୨୦୨୦)

ମେଷ :ଆଜି ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ କିନ୍ତୁ ଆପଣ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ମନର ସରସତା ଉଭେଇ ଯାଇପାରେ । ଗୃହ ସମସ୍ୟା, ଗାଡିମୋଟର ସମ୍ପର୍କୀୟ ପ୍ରତିବନ୍ଧକ ଲାଗି ରହିବ । ବୃଷ:ଆଜି…

ଦେଶର ନୂଆ ସିଏଜି ହେଲେ ଗିରିଶ ଚନ୍ଦ୍ର ମୁର୍ମୁ ।

ନୂଆଦିଲ୍ଲୀ,୬/୮: ଓଡ଼ିଆ IAS ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ ଦେଶର ନୂଆ CAG। ଗିରୀଶଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତେବେ ଗତକାଲି J&Kର ଉପରାଜ୍ୟପାଳ ପଦରୁ ଗିରୀଶ ଇସ୍ତଫା…

ଖୁସି ଖବର: ରାଜ୍ୟରେ ଆଉ ୧୧୫୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୬ ।୮(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଓଡିଶାକୁ ମିଳିଲା ‘ସୁନାମି ସତର୍କ’ ମାନ୍ୟତା

ଭୁବନେଶ୍ୱର, ୬ ।୮(ଓଡିଶା ଭାସ୍କର): ଓଡିଶାକୁ UNESCO-IOC ’ସୁନାମି ସତର୍କ’ର ମାନ୍ୟତା ମିଳିଛି । ରାଜ୍ୟର ୨ଟି ଗାଁକୁ ୩ସୁନାମି ସତର୍କ’ ମାନ୍ୟତା ଦେଇଛି UNESCO-IOC । ଭାରତର ପ୍ରଥମ ରାଜ୍ୟ ଭାବେ ଏହି ମାନ୍ୟତା…

ଦେଶରେ ବିକ୍ରି ହେଉଛି ସବୁଠାରୁ ମହଙ୍ଗା ସୁନା, ଜାଣନ୍ତୁ ଆଜିର ରେଟ୍

ଆନ୍ତର୍ଜାତୀୟ ସ୍ତରରେ ପ୍ରବଳ ବୃଦ୍ଧି ହେତୁ ଘରୋଇ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଆଜି ରାଜଧାନୀ ଦିଲ୍ଲୀରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୨୫ ଟଙ୍କାକୁ ବୃଦ୍ଧି ଘଟିଛି । ସୁନା ଭଳି ରୂପା ଦାମ୍ ମଧ୍ୟ ବୃଦ୍ଧି…