ଅଯୋଧ୍ୟାରେ ରାମ ମନ୍ଦିର ଶୁଭାରମ୍ଭ ପୂର୍ବରୁ ପୁରୋହିତ ଏବଂ ସେବକଙ୍କୁ ବଡ ଉପହାର: ବୃଦ୍ଧି ପାଇଲା ଦରମା
ଅଯୋଧ୍ୟା : ରାମନଗରୀ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ସହିତ ସେଠାରେ ଥିବା ପୁରୋହିତମାନଙ୍କ ପାଇଁ ବି ଶୁଭ ଦିନ ଆସିଛି । ରାମଲାଲାଙ୍କ ପ୍ରଧାନ ଅର୍ଚ୍ଚକ ସାହିତ୍ୟ ଏବଂ ଅନ୍ୟ ପୁରୋହିତମାନଙ୍କ ଦରମା ବୃଦ୍ଧି କରାଯାଇଛି ।…