ପିଆରଏମ ମେଡିକାଲ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟ, ତଦନ୍ତ ଚଳାଇଛି ବାରିପଦା ସଦର ଥାନା ପୋଲିସ
ବାରିପଦା: ପିଆରଏମ ମେଡିକାଲ କଲେଜ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟ । ଆଜି କଲେଜର ହଷ୍ଟେଲ କୋଠରୀରେ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ଛାତ୍ର ଜଣଙ୍କ ହେଲେ କେନ୍ଦୁଝରର ସଚିନ କୁମାର…