ପୁରୀ ଗଣଦୁଷ୍କର୍ମ ମାମଲା, ଚତୁର୍ଥ ଅଭିଯୁକ୍ତ ଭାବେ ଏକ ସିଆରପିଏଫ ଯବାନଙ୍କୁ ଗିରଫ
ପୁରୀ, ୮ା୧୨(ଓଡ଼ିଶା ଭାସ୍କର): ପୁରୀରେ ଏକ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା କୁମ୍ଭାରପଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଆଜି ଆଉ ଜଣେ ଅର୍ଥାତ ଚତୁର୍ଥ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ରାୟଗଡ଼ାରୁ…