ଖୁସି ଖବର! କମିଛି ସୁନା ଦର, କିଣିବା ଆଗରୁ ଜାଣି ନିଅନ୍ତୁ କେତେ ରହିଛି ଆଜିର ଦର

ଭୁବନେଶ୍ୱର : ଅନେକ ଦିନରେ ସୁନା ଦରରେ ଆଜି ବଡ଼ ପରିବର୍ତ୍ତନ ହୋଇଛି । ସୁନା କିଣିବାର ଆଜି ଅଛି ସୁବର୍ଣ୍ଣ ସୁଯୋଗ । କିଣିବା ପୂର୍ବରୁ ନଜର ପକାନ୍ତୁ ଓଡ଼ିଶା ସମେତ ପ୍ରମୁଖ ସହର ଗୁଡିକରେ କେତେ ରହିଛି ଆଜିର ଦର ।…

୧୦ମ ପାସ ପ୍ରାର୍ଥୀଙ୍କ ପାଇଁ ଡାକ ବିଭାଗରେ ୩୦,୦୪୧ଟି ପଦବୀ ଖାଲି : ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ  : ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଇଣ୍ଡିଆ ପୋଷ୍ଟରେ ଗ୍ରାମୀଣ ଡାକ ସେବକ(ପୋଷ୍ଟ ମାଷ୍ଟର)/ଆସିଷ୍ଟାଣ୍ଡ ବ୍ରାଞ୍ଚ ପୋଷ୍ଟମାଷ୍ଟର/ଡାକ ସେବକ ପଦବୀ ପାଇଁ…

ଜଳାଭିଷେକ ପାଇଁ ମନ୍ଦିର ଯିବା ବେଳେ ଘଟିଲା ଅଘଟଣ : ସାଳନ୍ଦୀ ନଦୀରେ ଭାସିଗଲେ ୨ ଜଣ କାଉଡିଆ

ସୋର : ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ବରଦା ଅଞ୍ଚଳରେ ଘଟିଛି ଏକ ଅଘଟଣ । ଆଜି ହେଉଛି ଶ୍ରାବଣ ମାସର ପଞ୍ଚମ ସୋମବାର । ସିନ୍ଧୁକେଶ୍ୱର ମହାଦେବ ମନ୍ଦିରକୁ ଜଳାଭିଷେକ କରିବାକୁ ଯାଉଥିବା ବେଳେ ବରଦା ପୋଲ…

ବର୍ଷା ଦିନରେ ଫ୍ରିଜର ତାପମାତ୍ରା କେତେ ରହିବା ଉଚିତ : ଭୁଲ ସେଟିଙ୍ଗ କଲେ କରିବେ ଅନୁତାପ

ନୂଆଦିଲ୍ଲୀ : ମୌସୁମୀ ସହ ଖାପ ଖୁଆଇଲା ଭଳି ଫ୍ରିଜର ତାପମାତ୍ରାକୁ ନିୟନ୍ତ୍ରଣ କରିବାର ଅନେକ କାରଣ ରହିଛି । ଯଦି ଆପଣ ଏହିଭଳି କରୁନାହାନ୍ତି, ତେବେ ଏହାର ପ୍ରଭାବ ଆପଣଙ୍କ ଫ୍ରିଜରେ ଥିବା ଖାଦ୍ୟ ଉପରେ ପ୍ରଭାବ…

ଫିରିଙ୍ଗିଆ ଥାନା ପୋଡି ଘଟଣାରେ ନେତାଙ୍କ ସହ ୫୦ ଜଣଙ୍କ ନାମରେ ମାମଲା : ୧୯ ଜଣ ଗିରଫ

ବ୍ରହ୍ମପୁର : କନ୍ଧମାଳ ଫିରିଙ୍ଗିଆ ଥାନା ପୋଡି ଓ ଭଙ୍ଗାରୁଜା ମାମଲରେ ଏବେ ପର୍ଯ୍ୟନ୍ତ ପୋଲିସ ୫୦ ଜଣଙ୍କ ନାମରେ ମାମଲା ରୁଜୁ କରି ସାରିଲାଣି । ଏହି ଘଟଣାକୁ ନେଇ ଆକ୍ସନ ମୁଡରେ ପୋଲିସ । ବର୍ତ୍ତମାନ ସୁଧା ପୋଲିସ ୧୯…

ଆସନ୍ତା ୫ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା : ୬ ଜିଲ୍ଲାକୁ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମୌସୁମିକର ନିମ୍ନ ଚାପରେଖା ସକ୍ରିୟ ରହିଥିବା ବେଳେ ବିହାର ଏବଂ ତାହାର ପାଖାପାଖି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ମା ଲକ୍ଷ୍ମୀଙ୍କୁ ଘରେ ପ୍ରବେଶ କରିବାକୁ ଦିଏ ନାହିଁ ଏହି ଜିନିଷ : ବାହାର କରିବା ଦ୍ୱାରା ଆରମ୍ଭ ହୁଏ ଭଲ ଦିନ

ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରୀ ଘରେ ସକରାତ୍ମକ ଶକ୍ତିର ପ୍ରବାହକୁ ବୃଦ୍ଧି କରିବା ଏବଂ ନକାରାତ୍ମକ ଶକ୍ତିକୁ ଦୂର କରିବା ଉପରେ ଗୁରୁତ୍ୱ ଦେଇଥାଏ । ଏହିପରି ଅନେକ ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଘରେ ସକାରାତ୍ମକତା…

ମହିଳାମାନେ ଗର୍ଭାବସ୍ଥାରେ କାହିଁକି ‘ସକାଳ ଚାଲିବା’ କରିବା ଉଚିତ୍? ଜାଣନ୍ତୁ

ଗର୍ଭାବସ୍ଥାରେ ମହିଳାମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି। କାରଣ ଏକ ଛୋଟ ଅବହେଳା ମଧ୍ୟ ଶିଶୁ ଏବଂ ମା’ର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ଗର୍ଭାବସ୍ଥାରେ…

Video: ଚନ୍ଦ୍ର କକ୍ଷପଥରେ ପହଞ୍ଚି ପ୍ରଥମ ଭିଜୁଆଲ ପଠାଇଲା ଚନ୍ଦ୍ରଯାନ୍‌-୩

ନୂଆଦିଲ୍ଲୀ: ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବା ପରେ ପ୍ରଥମ ଫଟୋ ପଠାଇଛି ଚନ୍ଦ୍ରଯାନ-୩। ଶୁକ୍ରବାର ଚନ୍ଦ୍ର କକ୍ଷପରେ ପ୍ରବେଶ କରିବା ପରେ ଚନ୍ଦ୍ରଯାନ ଏହି ଫଟୋ ଗୁଡ଼ିକୁ ଉତ୍ତୋଳନ କରିଥିଲା। ରବିବାର ଏହି ଫଟୋକୁ ପ୍ରକାଶ…

ମଣିପୁରରେ ବିରେନ ସରକାରଙ୍କୁ ବଡ଼ ଝଟକା, ଏନ୍‌ଡିଏ ସହଯୋଗୀ ପ୍ରତ୍ୟାହାର କଲା ସମର୍ଥନ

ନୂଆଦିଲ୍ଲୀ: ମଣିପୁରରେ ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ଙ୍କ ସରକାରକୁ ବଡ଼ ଝଟକା ଲାଗିଛି । ଏନ୍‌ଡିଏ ସହେଯାଗୀ କୁକୀ ପିପୁଲ୍ସ ଆଲିଏନ୍ସ ସରକାରରୁ ସମର୍ଥନ ଫେରାଇ ନେଇଛି । ରବିବାର ପାର୍ଟି ଏହି ନିଷ୍ପତି ଘୋଷଣା କରିଛି…